ETV Bharat / business

ମୋଦି- ଜିନପିଙ୍ଗ ଆଲୋଚନା, ଫୋକସରେ ଅର୍ଥନୀତି

author img

By

Published : Oct 12, 2019, 2:59 PM IST

ମୋଦି- ଜିନପିଙ୍ଗ ମଧ୍ୟରେ ଦ୍ବିତୀୟ ଅନୌପଚାରିକ ଆଲୋଚନା। ନିବେଶ ପାଇଁ ନୂଆ ସୁଯୋଗ, ବ୍ୟବସାୟ ବୃଦ୍ଧି ଓ ଦ୍ବିପାକ୍ଷିକ ବ୍ୟାପାର ଗୁରୁତ୍ବ ଆଦି ଆର୍ଥିକ ମାମଲା ସମ୍ବନ୍ଧରେ ଦୁଇ ଦେଶର ନେତା ଚର୍ଚ୍ଚା କରିଛନ୍ତି ।

ମୋଦି- ଜିନପିଙ୍ଗ ଆଲୋଚନା

ଚେନ୍ନାଇ: ଶୁକ୍ରବାର ମହାବଲୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ରାତ୍ରୀ ଭୋଜନ କଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରାୟ ଅଢେଇ ଘଣ୍ଟା ଧରି ଚର୍ଚ୍ଚା ଚାଲିଥିଲା । ବ୍ୟାପର ଠାରୁ ଆତଙ୍କବାଦ ଆଦି ପ୍ରସଙ୍ଗରେ ଉଭୟ ଦେଶରେ ନେତା ଆଲୋଚନ କରିଥିଲେ।

ଏହି ବାର୍ତ୍ତାରେ 2 ରାଷ୍ଟ୍ର ଏକଜୁଟ ହୋଇ ଆତଙ୍କବାଦୀ ସମେତ ଆଦି ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ସଙ୍କଳ୍ପ ନେଇଛନ୍ତି । ବିଦେଶ ସଚିବ ବିଜୟ ଗୋଖଲେ ଏନେଇ ସମ୍ବାଦଦାତାଙ୍କୁ କହିଛନ୍ତି ଯେ, ନିବେଶ ପାଇଁ ନୂଆ ସୁଯୋଗ, ବ୍ୟବସାୟ ବୃଦ୍ଧି ଓ ଦ୍ବିପାକ୍ଷିକ ବ୍ୟାପାର ଗୁରୁତ୍ବ ଆଦି ଆର୍ଥିକ ମାମଲା ସମ୍ବନ୍ଧରେ ଦୁଇ ଦେଶର ନେତା ଚର୍ଚ୍ଚା କରିଛନ୍ତି।

ଏଥିସହ ବ୍ୟାପରରେ ଘାଟା ଓ ଅସନ୍ତୁଳନ ବିଷୟରେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ କଥାବାର୍ତ୍ତା ହୋଇଛନ୍ତି ବୋଲି ଗୋଖଲେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୋଦି ଓ ଜିନପିଙ୍ଗ ମହାବଲୀପୁରମର କୀର୍ତ୍ତିରାଜି ବୁଲିବା ସହ ସାଢେ ଚାରି ଘଣ୍ଟା ସମୟ ଅତିବାହିତ କରିଛନ୍ତି । ଏଥିସହ ମାମଲ୍ଲାପୁରମରେ 2 ନେତାଙ୍କ ମଧ୍ୟରେ ଦ୍ବିତୀୟ ଅନୌପଚାରିକ ଶିଖର ବାର୍ତ୍ତା ଶେଷ ହୋଇଛି ।

2 ଦେଶ ବହୁତ ଜଟିଳ ଓ ଭିନ୍ନ । ଭାରତ ଓ ଚୀନ ଭଳି ବୃହତ୍ତ ରାଷ୍ଟ୍ର ପାଇଁ କଟରପନ୍ଥ ଏକ ଚିନ୍ତାର ବିଷୟ ବୋଲି ଦୁଇ ନେତା କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.