ETV Bharat / business

ପିଏମ କେୟାର୍ସ ପାଣ୍ଠି ପାଇଁ 100 କୋଟି ଏକଜୁଟ କରିଛି ପେଟିଏମ - Paytm collects Rs 100 cr contributions

ପେଟିଏମ ଜରିଆରେ 100 କୋଟି ଟଙ୍କା ପିଏମ କେୟାର୍ସ ପାଣ୍ଠିକୁ ପଠାଯାଇଛି । କମ୍ପାନୀ ପ୍ରତି ପେମେଣ୍ଟ ଉପରେ ନିଜ ଯୋଗଦାନ ରଖିଛି । ଅଧିକ ପଢନ୍ତୁ..

Paytm collects Rs 100 cr contributions for PM-CARES Fund
ପିଏମ କେୟାର୍ସ ପାଣ୍ଠି ପାଇଁ 100 କୋଟି ଏକଜୁଟ କରିଛି ପେଟିଏମ
author img

By

Published : Apr 11, 2020, 6:12 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଡିଜିଟାଲ ନେଣଦେଣ କମ୍ପାନୀ ପେଟିଏମ ପିଏମ କେୟାର୍ସ ପାଣ୍ଠି ପାଇଁ 100 କୋଟିରୁ ଉର୍ଦ୍ଧ୍ବ ରାଶି ଏକଜୁଟ କରିଛି । କମ୍ପାନୀ ନିଜ ପ୍ଲାର୍ଟଫର୍ମ ଜରିଆରେ ଏହି ଟଙ୍କାକୁ ସଂଗ୍ରହ କରିବାକୁ ସକ୍ଷମ ହୋଇପାରିଛି ।

ପୂର୍ବରୁ ପେଟିଏମ ଘୋଷଣା କରିଥିଲା କି ପିଏମ କେୟାର୍ସ ପାଣ୍ଠିରେ 100 କୋଟିର ଯୋଗଦାନ ନେଇ କମ୍ପାନୀର ଲକ୍ଷ୍ୟ ରହିଛି । ଯାହାକି ଏବେ ପୂରଣ ହୋଇପାରିଛି ।

କମ୍ପାନୀ କହିଛି ଯେ, ପ୍ରତ୍ୟେକ ଯୋଗଦାନ ବା ୱଲେଟର ବ୍ୟବହାର କରି ପେଟିଏମରେ ପ୍ରତ୍ୟେକ ପେମେଣ୍ଟ , ୟୁପିଆଇ ବା ପେଟିଏମ ବ୍ୟାଙ୍କ ଡେବିଟ କାର୍ଡ ପେମେଣ୍ଟ ଉପରେ ସେ ଅତିରିକ୍ତ 10 ଟଙ୍କା ଯୋଗଦାନ କରିବ ।

କମ୍ପାନୀ ଜଣାଇଛି କି, ପୂର୍ବରୁ ତାର କର୍ମଚାରୀମାନେ ମଧ୍ୟ ନିଜ ଦରମାରୁ କିଛି ଭାଗ ପିଏମ କେୟାର୍ସ ପାଣ୍ଠିକୁ ଦେଇଛନ୍ତି । କିଛି ଜଣ 15 ଦିନ ତ ପୁଣି କିଏ ମାସେ, 2 ମାସ ଏପରିକି 3 ମାସର ଦରମା ରିଲିଫ ପାଣ୍ଠିକୁ ପଠାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.