ETV Bharat / business

ଇଣ୍ଡିଗୋର ଆକର୍ଷଣୀୟ ଅଫର, ମାତ୍ର 10 % ପେମେଣ୍ଟରେ ପାଆନ୍ତୁ ଟିକେଟ

ଇଣ୍ଡିଗୋ ଆଣିଛି 'ଫ୍ଲେକ୍ସ ପେ' ସ୍କିମ । ଏହା ମାଧ୍ୟମରେ ଭଡାର ମାତ୍ର 10 ପ୍ରତିଶତ ଟଙ୍କା ଦେଇ ପାଆନ୍ତୁ ବିମାନ ଟିକେଟ । ଅଧିକ ପଢନ୍ତୁ..

ଇଣ୍ଡିଗୋର ଆକର୍ଷଣୀୟ ଅଫର
ଇଣ୍ଡିଗୋର ଆକର୍ଷଣୀୟ ଅଫର
author img

By

Published : Jun 26, 2020, 2:07 PM IST

ନୂଆଦିଲ୍ଲୀ: ଗୁରୁବାର 'ଫ୍ଲେକ୍ସ ପେ'('Flex Pay')ନାଁରେ ଏକ ଆକର୍ଷଣୀୟ ପେମେଣ୍ଟ ଯୋଜାର ଆରମ୍ଭ କରିଛି ଇଣ୍ଡିଗୋ । ଏହା ମାଧ୍ୟମରେ ଯାତ୍ରୀଙ୍କୁ ବୁକିଂ ସମୟରେ ମୋଟ ରାଶିର କେବଳ 10 ପ୍ରତିଶତ ଦେବାକୁ ପଡିବ ।

ଏକ ପ୍ରେସ ବିଜ୍ଞପ୍ତିରେ ଇଣ୍ଡିଗୋ କହିଛି କି, ଏହି ଯୋଜନା ଜରିଆରେ ଯାତ୍ରୀମାନେ ଅବଶିଷ୍ଟ 90 ପ୍ରତିଶତ ପେମେଣ୍ଟକୁ 15 ଦିନ ଅବଧି ପାଇଁ କିମ୍ବା ବୁକିଂ ତାରିଖ ପୂର୍ବରୁ ବା ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିପାରିବେ ।

ଯଦି କୌଣସି ଯାତ୍ରୀ ଟିକେଟ ପାଇବା ପାଇଁ ଭଡା ଟଙ୍କା 10 ପ୍ରତିଶତ ପେମେଣ୍ଟ କରିଛି, ଆଉ ଯଦି ସେ ବାକି 90 ପ୍ରତିଶତ ପେମେଣ୍ଚ ବିନା ବୁକିଂ ରଦ୍ଦ କରୁଛି । ତେବେ ତାଙ୍କୁ ସେ 10 ପ୍ରତିଶତ ଟଙ୍କା ମଧ୍ୟ ରିଫଣ୍ଡ କରାଯିବ ନାହିଁ ।

ସାଧାରଣତଃ , ଯାତ୍ରୀଙ୍କୁ ଟିକେଟ ବୁକିଂ କରିବା ସମୟରେ ପୂରା ଭଡା ପେମେଣ୍ଟ କରିବାକୁ ପଡିଥାଏ ।

ଏନେଇ ଏୟାରଲାଇନ କହିଛି କି, ‘‘ ଫ୍ଲେକ୍ସ ପେ ସାହାଯ୍ୟ ରେ ଯାତ୍ରୀ ଏଭେ ମୋଟ ଭଡା ରାଶିର ମାତ୍ର 10 ପ୍ରତିଶତ ଦେଇ ନିଜ ବୁକିଂକୁ ସୁରକ୍ଷିତ ରଖିପାରିବ । ଆଉ ବାକି ଟଙ୍କାକୁ ସ୍ଥଗିତ ମଧ୍ୟ ରଖିପାରିବା ନେଇ ବ୍ୟବସ୍ଥା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.