ETV Bharat / business

ରାଜ୍ୟ ବଜେଟ: ଜାଣନ୍ତୁ, କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ ?

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବିଧାନସଭାରେ ବଜେଟ ଆଗତ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା ? ମୋଟ ବଜେଟକୁ ଏକ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରକୁ ଯିବ ଜାଣନ୍ତୁ...

Budget 2020
ଓଡିଶା ବଜେଟ 2020: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ
author img

By

Published : Feb 18, 2020, 11:15 PM IST

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବିଧାନସଭାରେ ବଜେଟ ଆଗତ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା । ମୋଟ ବଜେଟକୁ ଏକ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରକୁ ଯିବ ଜାଣନ୍ତୁ...

କେଉଁ କ୍ଷେତ୍ରରୁ ଆସିବ ?

  • ରାଜ୍ୟ ଦ୍ରବ୍ୟ ଓ ସେବା କର -25.57ପ୍ରତିଶତ
  • ବକେୟା ଋଣ ପ୍ରାପ୍ତି ଏବଂ ଅଗ୍ରୀମ-0.17 ପ୍ରତିଶତ
  • ରାଜ୍ୟ ନିଜସ୍ବ ଅଣ ଟ୍ୟାକ୍ସ-11.77 ପ୍ରତିଶତ
  • କେନ୍ଦ୍ରୀୟ ଟିକସ ବାବଦରେ ଅଂଶଧନ- 24.20 ପ୍ରତିଶତ
  • କେନ୍ଦ୍ରୀୟ ଅନୁଦାନ-21.33 ପ୍ରତିଶତ
  • ପୁଞ୍ଜିପ୍ରାପ୍ତି-16.30 ପ୍ରତିଶତ
  • ଭବିଷ୍ୟନିଧି ଏବଂ ଅନ୍ୟାନ୍ୟ ପାଣ୍ଠି ଓ ଜମା-0.67 ପ୍ରତିଶତ
    Budget 2020
    ଓଡିଶା ବଜେଟ 2020: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ

କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ?

  • ସୁଧ ପୈଠ-4.77 ପ୍ରତିଶତ
  • ଋଣ ପରିଶୋଧ-5.05 ପ୍ରତିଶତ
  • ଋଣ ଆବଣ୍ଟନ-0.75 ପ୍ରତିଶତ
  • ପ୍ରଶାସନିକ ବ୍ୟୟ-64.86 ପ୍ରତିଶତ
  • ପୁଞ୍ଜି କ୍ଷେତ୍ରରେ ବ୍ୟୟ-17.68 ପ୍ରତିଶତ
  • ବିପର୍ଯ୍ୟୟ ପ୍ରଶମନ ପାଣ୍ଠି-2.13 ପ୍ରତିଶତ
  • ରାଜ୍ୟରୁ ସ୍ଥାନାନ୍ତର-4.76 ପ୍ରତିଶତ
    Budget 2020
    ଓଡିଶା ବଜେଟ 2020: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.