ETV Bharat / business

ସ୍ଲିପର କ୍ଲାସ ହଟାଇବାକୁ ଯୋଜନା ନାହିଁ: ରେଲୱେ ବୋର୍ଡ ଅଧ୍ୟକ୍ଷ

ରେଳବାଇ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭି.କେ ଯାଦବ କହିଛନ୍ତି ଯେ, ‘‘ ଆମେ ନିଶ୍ଚିତ ହିଁ ସ୍ଲିପର କ୍ଲାସ କୋଚକୁ ରଖିବୁ । ଏଥିରେ କୌଣସି ଅସ୍ପଷ୍ଟତା ନାହିଁ । ଅଧିକ ପଢନ୍ତୁ..

ସ୍ଲିପର କ୍ଲାସ ହଟାଇବାକୁ ଯୋଜନା ନାହିଁ : ରେଲୱେ ବୋର୍ଡ ଅଧ୍ୟକ୍ଷ

author img

By

Published : Oct 16, 2020, 7:17 AM IST

ନୂଆଦିଲ୍ଲୀ: ରେଲୱେ ଏବେ ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ସ୍ଲିପର କ୍ଲାସ ଶ୍ରେଣୀକୁ ହଟାଇବ ନାହିଁ । ପୂର୍ବରୁ ସ୍ଲିପର କ୍ଲାସକୁ ହଟାଇବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରି ଗୁରୁବାର ଭାରତୀୟ ରେଳବାଇ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି ।

ଏକ ଭର୍ଚୁଆଲ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରି ରେଳବାଇ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭି.କେ ଯାଦବ କହିଛନ୍ତି ଯେ, ‘‘ ଆମେ ନିଶ୍ଚିତ ହିଁ ସ୍ଲିପର କ୍ଲାସ କୋଚକୁ ରଖିବୁ । ଏଥିରେ କୌଣସି ଅସ୍ପଷ୍ଟତା ନାହିଁ ।

ସେ କହିଛନ୍ତି କି ରେଲୱେ ବୋର୍ଡର ଯୋଜନା ହେଉଛି ଏହାର ନେଟୱର୍କର ଟ୍ରେନ ଗତିକୁ ବଢାଇବା । ନୂଆଦିଲ୍ଲୀ-ମୁମ୍ବାଇ ଏବଂ ନୂଆଦିଲ୍ଲୀ-କୋଲକତା ରୁଟରେ ଟ୍ରେନ ଗତିକୁ 130 କିମି କରାଯିବ । ଯେତେବେଳେ କି 160 କିମିର ଗତି ହାସଲ ପାଇଁ ଟ୍ରାକକୁ ଅପଗ୍ରେଡ କରିବା କାମ ଆରମ୍ଭ ହୋଇଯାଇଛି । ଆଉ ଏହି ବର୍ଦ୍ଧିତ ଗତି ଯୋଗୁଁ ସ୍ଲିପର କ୍ଲାସରେ ଯାତ୍ରୀଙ୍କୁ ସମସ୍ୟା ହେବ ।

ଏହା ବାଦ ଯାଦବ କହିଛନ୍ତି କି , ‘‘ଏଣୁ ଆମେ ନୂଆ ଏସି-3 ଟିୟର କୋଚ କରିବା ପାଇଁ ନିର୍ଣ୍ଣୟ ନେଇଛୁ । ଯାହାକି ଆସନ୍ତା ବର୍ଷ ସୁଦ୍ଧା ସାମ୍ନାକୁ ଆସିବ । ଆମେର ଉଦ୍ଦେଶ୍ୟ ଏସି ଟ୍ରୋଭେଲକୁ ଅଧିକ ଶସ୍ତା ଓ ସୁଲଭ କରିବା ରହିଥି । ଆଉ ଏହାର ଫେୟାର (ଭଡା) ଏସି-3 ଓ ସ୍ଲିପର କ୍ଲାସ ମଧ୍ୟରେ ରହିବ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.