ETV Bharat / business

ମହିଳା ଉଦ୍ୟୋଗକୁ ପ୍ରୋତ୍ସାହିତ ପାଇଁ କାମ କରୁଛି ନୀତି ଆୟୋଗ: କାନ୍ତ

ଭାରତରେ ଏଭଳି ଅନେକ ଭଲ ଉଦାହରଣ ଅଛି, ଯେଉଁଠାରେ ମହିଳାମାନେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ..

ମହିଳା ଉଦ୍ୟୋଗକୁ ପ୍ରୋତ୍ସାହିତ ପାଇଁ କାମ କରୁଛି ନୀତି ଆୟୋଗ : କାନ୍ତ

author img

By

Published : Aug 10, 2020, 2:58 PM IST

ନୂଆଦିଲ୍ଲୀ: ମହିଳାଙ୍କ ମଧ୍ୟରେ ସ୍ବାଭାବିକକ ନେତୃତ୍ୱ କ୍ଷମତା ଅଛି । ଯେଉଁମାନେ କି ନିଜ ଅନୁଷ୍ଠାନଗୁଡ଼ିକର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି ଏବଂ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନୀତି ଆୟୋଗ କାମ କରୁଛି । ସରକାରଙ୍କ ଥିଙ୍କଟ୍ୟାଙ୍କ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଏ ନେଇ ରବିବାର କହିଛନ୍ତି ।

ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି କି, ଭାରତରେ ଏଭଳି ଅନେକ ଭଲ ଉଦାହରଣ ଅଛି, ଯେଉଁଠାରେ ମହିଳାମାନେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ସେ କହିଛନ୍ତି କି ମହିଳାମାନେ ଲୋକଙ୍କୁ ନେଇ ଚାଲିଥାନ୍ତି । ଆଉ ସେମାନଙ୍କୁ ଆଗକୁ ବଢିବା ପାଇଁ ସାହାଯ୍ୟ କରିଥାନ୍ତି । ନୀତି ଆୟୋଗ ଏହାର ମହିଳା ଉଦ୍ୟୋଗୀ ପ୍ଲାର୍ଟଫର୍ମ ଜରିଆରେ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.