ETV Bharat / business

କମ ସୁଧ ହାର ସପୋର୍ଟରେ ରହିପାରନ୍ତି ଏମପିସିର ନୂଆ ସଦସ୍ୟ - rbi mpc meeting

ସରକାରଙ୍କ ଦ୍ବାରା ଏମପିସି କମିଟିରେ ନିଯୁକ୍ତ ନୂଆ ସଦ୍ୟସ କମ ସୁଧ ହାରକୁ ପ୍ରୋତ୍ସାହିତ କରିପାରନ୍ତି । ଏ ନେଇ ଅନ୍ତର୍ଜାତୀୟ ଆର୍ଥିକ ଏଜେନ୍ସି ନୋମୁରା ଅନୁମାନ କରିଛି । ଅଧିକ ପଢନ୍ତୁ....

କମ ସୁଧ ହାର ସପୋର୍ଟରେ ରହିପାରନ୍ତି  ଏମପିସିର  ନୂଆ ସଦସ୍ୟ

author img

By

Published : Oct 7, 2020, 4:22 PM IST

ମୁମ୍ବାଇ: ଆରବିଆଇର ମୁଦ୍ରାନୀତି ସମିତି (ଏମପିସି) ବୈଠକରେ ସରକାରଙ୍କ ଦ୍ବାରା ନୂଆ ବାହ୍ୟ ସଦସ୍ୟଙ୍କ ନିଯୁକ୍ତି ପରେ ସୁଧ ହାର ହ୍ରାସକୁ ପ୍ରୋତ୍ସାହନ ମିଳିପାରେ । ଅର୍ଥାତ 9 ତାରିଖରେ ଘୋଷଣା ହେବାକୁ ଥିବା ଏମପିସି ବୈଠକ ନିଷ୍ପତ୍ତିରେ ରେପୋରେଟ ଦର ହ୍ରାସ ହୋଇପାରେ । ଏ ନେଇ ଜାପାନର ଗବେଷଣା ସଂସ୍ଥା ନୋମିରା ଅନୁମାନ କରିଛି ।

ଏମପିସି କମିଟିରେ ସରକାର ସୋମବାର ଅଶିମା ଗୋୟଲ, ଜୟନ୍ତ ଆର ବର୍ମା ଓ ଶଶାଙ୍କ ଭିଡେଙ୍କୁ ମୁଦ୍ରାନୀତି ସମିତିରେ ନିଯୁକ୍ତି କରିଥିଲେ । ତେବେ ଏହି ନିଯୁକ୍ତିରେ ବିଳମ୍ବ ଯୋଗୁଁ ଆରବିଆଇକୁ ଗତ ସପ୍ତାହ ସମିତିର ଦ୍ବିମାସିକ ବୈଠକ ସ୍ଥଗିତ କରିବାକୁ ପଡିଥିଲା । ନୂଆ ନିଯୁକ୍ତି ପରେ ନବଗଠିତ ପ୍ୟାନେଲର ବୈଠକ ବୁଧବାରରୁ ଆରମ୍ଭ ହୋଇଛି । ଏହାର ଫଳାଫଳ ଶୁକ୍ରବାର ଘୋଷଣା ହେବ ।

ନୋମୁରା ବିଶେଷଜ୍ଞଙ୍କ ଅନୁସାରେ ନୂଆ ବାହାର ସଦସ୍ୟ ଏମପିସିକୁ ସୁଧ ହାର କମ ରଖିବା ପାଇଁ ପ୍ରେରିତ କରିପାରନ୍ତି । ଆମର ବିଶ୍ବାସ କି ନୂଆ ବାହାର ସଦସ୍ୟ ସେମାନଙ୍କ ନୀତିଗତ ବିଚାରରେ ସୁଧ ହାରକୁ କମ ରଖିବା ସପୋର୍ଟରେ ଅଛନ୍ତି ।

ତେବେ ବର୍ତ୍ତମାନର ମୁଦ୍ରାସ୍ପୀତିର ଉଚ୍ଚ ହାରକୁ ଦେଖି ତତ୍କାଳ କୌଣସି ପ୍ରଭାବ ପଡିବ ନାହିଁ । ଏମପିସି ରେପୋ ହାରକୁ ସ୍ଥିର ରଖିବା ଉପରେ ଜୋର ଦେଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.