ETV Bharat / business

ବିଶ୍ବର ପଞ୍ଚମ ବୃହତ୍ତମ ଧନୀ ହେଲେ ମୁକେଶ ଅମ୍ବାନୀ - ବିଶ୍ବର ଧନୀ ଲିଷ୍ଟ

ଆମେରିକାର ବିଶିଷ୍ଟ ବ୍ୟବସାୟୀ ୱାରେନ ବଫେଟଙ୍କୁ ପଛରେ ପକାଇ ବିଶ୍ବର ପଞ୍ଚମ ଧନୀ ହେଲେ ମୁକେଶ ଅମ୍ବାନୀ । ଅଧିକ ପଢନ୍ତୁ..

ଦୁନିଆର ପଞ୍ଚମ ବୃହତ୍ତମ ଧନୀ ହେଲେ ମୁକେଶ ଅମ୍ବାନୀ

author img

By

Published : Jul 22, 2020, 5:22 PM IST

ନୂଆଦିଲ୍ଲୀ: ଦୁନିଆର ପଞ୍ଚମ ବୃହତ୍ତମ ଧନୀ ଖିତାବ ହାତେଇଲେ ମୁକେଶ ଅମ୍ବାନୀ । 8 ଦିନ ଭିତରେ ତାଙ୍କ ସମ୍ପତ୍ତି 2.6 ଅରବ ଡଲାର ବୃଦ୍ଧି ହୋଇଛି । ଏଥିସହ ତାଙ୍କର ମୋଟ ସମ୍ପତ୍ତି 74.4 ଅରବ ଡଲାର ହୋଇଛି । ବଡ କଥା ହେଉଛି ୱାରେୱ ବଫେଟଙ୍କୁ ପଛରେ ପକାଇ ଫୋବର୍ସର ବିଲିୟନେୟାର ସୂଚୀରେ ସେ ଟପ 5 ରେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି ।

ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରର ଜବଦସ୍ତ ବୃଦ୍ଧି ହୋଇଥିବା କମ୍ପନୀର ଆୟ ବୃଦ୍ଧି ପାଇଛି । ଏଥିସହ ବିଭିନ୍ନ ବିଦେଶୀ ନିବେଶ ସହ କମ୍ପାନୀ ସମ୍ପୁର୍ଣ୍ଣ ଋଣ ମୁକ୍ତ ହୋଇଛି । ଏଥିଯୋଗୁଁ କମ୍ପାନୀର ବଜାର ପୁଞ୍ଜିକରଣ ମଧ୍ୟ ରେକର୍ଡ ପରେ ରେକର୍ଡ କରିଚାଲିଛି ।

ଏଭଳି ଭାବେ ଏହି ଲିଷ୍ଟରେ 185.8 ଅରବ ଡଲାର ସମ୍ପତ୍ତି ସହ ଜେଫ ବେଜୋସ ପ୍ରଥମ ନମ୍ବରରେ ଅଛନ୍ତି । ତାଙ୍କ ପଛକୁ ବିଲ ଗେଟସ 113.1 ଅରବ ଡଲାର ସମ୍ପତ୍ତି ସହ ତୃତୀୟ ନମ୍ବରର ରହିଛନ୍ତି । ଚତୁର୍ଥ ସ୍ଥାନରେ 89 ଅରବ ଡଲାର ସହ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଅଛନ୍ତି ।

ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି 14.4 ଅରବ ଡଲାର କମ ରହିଛି । ଅମ୍ବାନୀଙ୍କ ପରେ 72.7 ଅରବ ଡଲାର ସହ ୱେରେନ ବଫେଟ ଷଷ୍ଠ ନମ୍ବରରେ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.