ETV Bharat / business

ଜିମ୍ନିର ରପ୍ତାନୀର ଆରମ୍ଭ କଲା ମାରୁତି ସୁଜୁକି

author img

By

Published : Jan 20, 2021, 9:38 PM IST

ମାରୁତି ସୁଜୁକି ଇଣ୍ଡିଆ ଏହାର କମ୍ପାକ୍ଟ ଗାଡି ଜିମ୍ନି ( Jimny)ର ରପ୍ତାନୀ ଆରମ୍ଭ କରିଛି । ଅଧିକ ପଢନ୍ତୁ..

ଜିମ୍ନିର ରପ୍ତାନୀର ଆରମ୍ଭ କଲା ମାରୁତି ସୁଜୁକି
ଜିମ୍ନିର ରପ୍ତାନୀର ଆରମ୍ଭ କଲା ମାରୁତି ସୁଜୁକି

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ଗାଡି ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଏହାର କମ୍ପାକ୍ଟ ଗାଡି ଜିମ୍ନି ( Jimny)ର ରପ୍ତାନୀ ଭାରତରେ ଆରମ୍ଭ କରିଛି । ଆଉ ଏହାର ପ୍ୟାରେଣ୍ଟ କମ୍ପାନୀ ସୁଜୁକି ମୋଟର କର୍ପୋରେସନ ଭାରତକୁ ଏକ ବୈଶ୍ବିକ ରପ୍ତାନୀ କେନ୍ଦ୍ର କରିବାକୁ ଚାହୁଁଛି ।

ମାରୁତି ସୁଜୁକି ଇଣ୍ଡିଆ ଏକ ବିବୃତ୍ତିରେ ଜଣାଇଛି କି 184 ଗାଡିର ପ୍ରଥମ ସିପମେଣ୍ଟ ମୁଦ୍ରା ପୋର୍ଟରୁ କୋଲମ୍ବିଆ ଓ ପେରୁ ଭଳି ଲ୍ୟାଟିନ ଆମେରିକୀୟ ଦେଶ ପାଇଁ ଯାତ୍ରା କରିଛି । 3 ଡୋର ବିଶିଷ୍ଟ ସୁଜୁକି ଜିମ୍ନିକୁ ମଧ୍ୟ ପୂର୍ବ ଏବଂ ଆଫ୍ରିକୀୟ ବଜାରରେ ରପ୍ତାନୀ କରାଯିବ । ଏଥିସହ କମ୍ପାନୀପର ଯୋଜନା ରହିଛି କି ଏହାକୁ ଭାରତୀୟ ବଜାରରେ ମଧ୍ୟ ଉପସ୍ଥାପନ କରାଯିବ ।

କମ୍ପାନୀ କହିଛି କି, ‘‘ ସୁଜୁକି ଜିମ୍ନି ପାଇଁ ଭାରତକୁ ଉତ୍ପାଦନ କେନ୍ଦ୍ର କରି ମାରୁତି ସୁଜୁକିର ବୈଶ୍ବିକ ବିନିର୍ମାଣ ସ୍ଥିତିର ଫାଇଦା ଉଠାଇବା ଦରକାର । ସୁଜୁକି ଜାପାନର କ୍ଷମତା ତୁଳନାରେ ସମଗ୍ର ଦୁନିଆରେ ଏହି ମଡେଲର ବହୁତ ଅଧିକ ଚାହିଦା ଅଛି । ଭାରତୀୟ ବିନିର୍ମାଣ ଏହାର ବୈଶ୍ବିକ ଚାହିଦାକୁ ପୂରଣ କରିବେ ।

ଏ ନେଇ ମାରୁତି ସୁଜୁକି ଇଣ୍ଡିଆର ପରିଚାଳକ ନିର୍ଦ୍ଦେଶକ ଓ ସିଇଓ କୋଚିନ ଆୟୁକାବା କହିଛନ୍ତି କି ଜିମ୍ନିର ବିନିର୍ମାଣ ମାରୁତି ସୁଜୁକିର ଗୁରୁଗ୍ରାମ ପ୍ଲାଣ୍ଟରେ କରାଯାଉଛି । ଆଉ ଏଥିସହ କମ୍ପାନୀର ମୋଟ ରପ୍ତାନୀରେ ବୃଦ୍ଧି ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.