ETV Bharat / business

‘ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ପ୍ରଭାବିତ, ହେଲେ ବଡ କଷ୍ଟରୁ ରକ୍ଷା ମିଳିଛି’

author img

By

Published : May 1, 2020, 11:14 PM IST

ଅଧିକ ଧୈର୍ଯ୍ୟର ଆବଶ୍ୟକତା ରହିଛି । ସ୍ଥିତି ସୁଧୁରିବା ଯାଏଁ ଲକଡାଉନ ଜରୁରୀ ରହିଛି । ଯଦିଓ ଆର୍ଥିକ ଗତିବିଧି ପ୍ରଭାବିତ ହେଲେ ବଡ କଷ୍ଟରୁ ମୁକ୍ତି ମିଳିଛି ବୋଲି ଏସବିଆଇ ଅଧ୍ୟକ୍ଷ କହିଛନ୍ତି । ଅଧିକ ପଢ଼ନ୍ତୁ...

lockdown has affected economic activities sbi chairman
‘ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ପ୍ରଭାବିତ, ହେଲେ ବଡ କଷ୍ଟରୁ ରକ୍ଷା ମିଳିଛି’

କୋଲକତା: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଲକଡାଉନ ଜାରି ରହିଛି । ଏଥିଯୋଗୁଁ ଆର୍ଥିକ ଗତିବିଧି ଉପରେ ଗଭୀର ପ୍ରଭାବ ପଡିଛି । ହେଲେ ଦେଶକୁ ବଡ କଷ୍ଟରୁ ରକ୍ଷା କରିଛି । ଶୁକ୍ରବାର ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର ଏ ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି, ଯେବେ ଦେଶରେ ସ୍ଥିତି ସମ୍ପୁର୍ଣ୍ଣ ନିୟନ୍ତ୍ରଣ ହେବ, ସେତେବେଳେ ଲକଡାଉନ ହଟାଯିବା ଦରକାର ।

ଏ ନେଇ କୁମାର କହିଛନ୍ତି ଯେ, ‘‘ଅଧିକ ଧୈର୍ଯ୍ୟର ଆବଶ୍ୟକତା ରହିଛି । ସ୍ଥିତି ସୁଧୁରିବା ଯାଏଁ ଲକଡାଉନ ଜରୁରୀ ରହିଛି । ସଂକ୍ରମଣ ମୁକ୍ତ ସ୍ଥାନ ସଂଖ୍ୟା ବଢିଛି କି ନାହିଁ ସେ ନେଇ ନିଶ୍ଚିତ ହେବାକୁ ପଡିବ ।

ଦେଶରେ ମାର୍ଚ୍ଚ 25ରୁ ଲକଡାଉନ ଲାଗୁ ହୋଇଛି । ପ୍ରଥମରେ ଏହା ଏପ୍ରିଲ 14 ରେ ଶେଷ ହେବାକୁ ଥିବା ବେଳେ ସ୍ଥିତିକୁ ନଜରରେ ରଖି ଏହାକୁ ମେ 3 ଯାଏଁ ବଢାଯାଇଥିଲା । ଶୁକ୍ରବାର ପୁଣି ଆଉ 2 ସପ୍ତାହ ତାଲାବନ୍ଦ ନେଇ ଗୃହ ମନ୍ତ୍ରାଣଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.