ETV Bharat / business

ପିନାକ କ୍ଷେପଣାସ୍ତ୍ର ଯୋଗାଇବାକୁ ଅର୍ଡର ପାଇଲା L&T ଡିଫେନ୍ସ - L&T defence arm

ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହନ । ଆତ୍ମନିର୍ଭର ହେବ ଭାରତୀୟ ସେନା । ସ୍ବଦେଶୀ ଯୁଦ୍ଧାସ୍ତ୍ରରେ ଶତ୍ରୁକୁ କରିବ ପରାଜିତ । କାରଣ ଭାରତୀୟ ସେନାକୁ ପିନାକ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର କଣ୍ଟ୍ରାକ୍ଟ ପାଇଲା L&T ଡିଫେନ୍ସ ଆର୍ମ । ଅଧିକ ପଢନ୍ତୁ...

ପିନାକ କ୍ଷେପଣାସ୍ତ୍ର ଯୋଗାଇବାକୁ ଅର୍ଡର ପାଇଲା L&T ଡିଫେନ୍ସ

author img

By

Published : Sep 4, 2020, 6:14 PM IST

ନୂଆଦିଲ୍ଲୀ: ଇଂଞ୍ଜିନିୟରିଂ ଓ ନିର୍ମାଣ କ୍ଷେତ୍ରର ପ୍ରମୁଖ କମ୍ପାନୀ ଲାର୍ସନ ଆଣ୍ଡ ଟୁର୍ବ୍ରୋ Larsen & Toubro (L&T)ର ଡିଫେନ୍ସ ଆର୍ମକୁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପିନାକ କ୍ଷେପଣାସ୍ତ୍ର ସିଷ୍ଟମ (ରକେଟ ଲଞ୍ଚର ପ୍ରଣାଳୀ) ଯୋଗାଣ ପାଇଁ ଅର୍ଡର ବା କଣ୍ଟ୍ରାକ୍ଟ ମିଳିଛି । କମ୍ପାନୀ ଏନେଇ ଶୁକ୍ରବାର ସୂଚନା ଦେଇଛି ।

ଏନେଇ L&T ସେୟାର ବଜାରକୁ କହିଛି କି ଏହି ଚୁକ୍ତିନାମା ଅନୁଯାୟୀ 4 ରେଜିମେଣ୍ଟ ପାଇଁ ପିନାକ ଲଞ୍ଚର, ବ୍ୟାଟେରୀ କମାଣ୍ଡ ପୋଷ୍ଟ ଏବଂ ଆନୁଷଙ୍ଗିକ ଇଂଞ୍ଜିନିୟରିଂ ସପୋର୍ଟ ପ୍ୟାକେଜ୍ (ଇଏସପି) ଯୋଗାଣ କରାଯିବ ।

ତେବେ କମ୍ପାନୀ ଏହି ଚୁକ୍ତିର ମୋଟ ବ୍ୟୟ ନେଇ କିଛି ସୂଚନା ଦେଇନାହିଁ । ହେଲେ କହିଛି କି ଚୁକ୍ତିନାମା ଗୁରୁତ୍ବପୂର୍ଣ୍ଣ ବର୍ଗ ଅଧିନରେ ଅଛି । ଯେପରିକି ଏହାର ମୂଲ୍ୟ 1000 କୋଟିରୁ 2500 କୋଟି ମଧ୍ୟରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.