ETV Bharat / business

ଟ୍ରାଇକୁ ଆସୁଛି ଅର୍ଥନୀତି, ଜୁଲାଇରେ ସୁଧୁରିଛି ରପ୍ତାନୀ ସେକ୍ଟର - ରପ୍ତାନୀ ସେକ୍ଟର

ଜୁଲାଇ ରପ୍ତାନୀର ଅଫିସିଆଲ ରିପୋର୍ଟ ଅଗଷ୍ଟ ମଧ୍ୟରେ ଜାରି ହେବ । ଜୁନ ମାସର ରିପୋର୍ଟ ଅନୁସାରେ ଲଗାତାର 4 ମାସ ଧରି ରପ୍ତାନୀରେ ହ୍ରାସ ରେକର୍ଡ ହୋଇଛି । ଅଧିକ ପଢନ୍ତୁ..

ଟ୍ରାଇକୁ ଆସୁଛି ଅର୍ଥନୀତି, ଜୁଲାଇରେ ସୁଧୁରିଛି ରପ୍ତାନୀ ସେକ୍ଟର

author img

By

Published : Aug 4, 2020, 5:11 PM IST

ନୂଆଦିଲ୍ଲୀ: ରୁଗ୍ନଗ୍ରସ୍ଥ ରପ୍ତାନୀ ସେକ୍ଟରରେ ସୁଧାର ଦେଖିବାକୁ ମିଳୁଛି । ଜୁଲାଇ ମାସରେ ରପ୍ତାନୀ ଗତ ବର୍ଷ ଜୁଲାଇ ମାସ ସହ ସମାନ ରହିଛି । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ମଙ୍ଗଳବାର ଏ ନେଇ କହିଛନ୍ତି ।

ଏଭଳି ଅନେକ ସଙ୍କେତରୁ ଜଣାପଡିଛି କି, ଦେଶରେ ଆର୍ଥିକ ଗତିବିଧିର ସ୍ଥିତି ସୁଧିରିଛି ବୋଲି ଗୋଏଲ ଦୃଢୋକ୍ତି ଦେଇଛନ୍ତି । ସେ କହିଛନ୍ତି କି, ‘‘ ଆମର ରପ୍ତାନୀ ଗତ ବର୍ଷ ଜୁଲାଇ ସ୍ତରରେ ପହଞ୍ଚିଛି । 2019 ଜୁଲାଇ ମାସରେ ପାଖାପାଖୀ 90 ପ୍ରତିଶତ ରପ୍ତାନୀ ହୋଇଥିବା ରିପୋର୍ଟ ରହିଛି । ବାସ୍ତବରେ ଯଦି ଆମେ ଏଥିରୁ ତୈଳ ସମ୍ବନ୍ଧୀୟ ରପ୍ତାନୀ ହଟାଇଦେଉ, ଯାହାର ମୂଲ୍ୟ ହିସାବରେ ଭାଗ କମ ରହିଛି , ତେବେ ଜୁଲାଇରେ ଆମର ରପ୍ତାନୀ ଗତ ବର୍ଷ ସମାନ ମାସର 95 ପ୍ରତିଶତରୁ ଅଧିକ ରହିଛି । ’’

‘‘ ଆଜି ଦେଶର ମୁଡ କେବଳ ଆର୍ଥିକ ଗତିବିଧିକୁ ଟ୍ରାକକୁ ଆଣିବା ନୁହେଁ , ବରଂ ଆଜି ଆମେ ଆତ୍ମନିର୍ଭର ହେବାକୁ ଚାହୁଁଛୁ । ଆମେ ନିଜ ଉତ୍ପାଦର ଗୁଣବତ୍ତାରେ ସୁଧାର ଆଣିବାକୁ ଏବଂ ସେସବୁର ମୂଲ୍ୟ ମଇଦାନରେ ପ୍ରତିଯୋଗୀତା କରିବାକୁ ଚାହୁଁଛି । ’’

ବିଭାଗୀୟ ମନ୍ତ୍ରାଳୟ ଜୁଲାଇ ରପ୍ତାନୀର ଅଫିସିଆଲ ରିପୋର୍ଟ ଅଗଷ୍ଟ ମଧ୍ୟରେ ଜାରି କରିବ । ଜୁନ ମାସର ରିପୋର୍ଟ ଅନୁସାରେ ଲଗାତାର 4 ମାସ ଧରି ରପ୍ତାନୀରେ ହ୍ରାସ ରେକର୍ଡ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.