ETV Bharat / business

ଜିଓର 'ୱାର୍କ ଫ୍ରମ ହୋମ୍’ ଅଫର , ଜାଣନ୍ତୁ ମିଳିବ କେତେ ଡାଟା..

ବିଭିନ୍ନ ସଂସ୍ଥାର ୱାର୍କ ଫ୍ରମ ହୋମ ପଦକ୍ଷେପକୁ ସମର୍ଥନ କରି ରିଲାଏନ୍ସ ଆଣିଛି ନୂଆ ପ୍ଲାନ । 251 ଟଙ୍କାରେ ମିଳିବ ଏହି ସବୁ ସୁବିଧା ..

Jio offers Rs 251 pack to support work from home
ଜିଓର 'ୱାର୍କ ଫ୍ରମ ହୋମ୍’ ଅଫର , ଜାଣନ୍ତୁ ମିଳିବ କେତେ ଡାଟା..
author img

By

Published : Mar 23, 2020, 3:51 PM IST

ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସ ଦାଉରୁ କର୍ମଚାରୀଙ୍କୁ ବଞ୍ଚାଇବାକୁ ପ୍ରାୟ କମ୍ପାନୀ ସୋମନଙ୍କ ଲାଗି ୱାର୍କ ଫ୍ରମ ହୋମ ସୁବିଧା ଉପଲବ୍ଧ କରାଉଛନ୍ତି । ଏଥିଯୋଗୁଁ ଇଣ୍ଟରନେଟର ଆବଶ୍ୟକତା ମଧ୍ୟ ବଢୁଛି । ଏସବୁକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ 251 ଟଙ୍କା 'ୱାର୍କ ଫ୍ରମ ହୋମ୍ ପ୍ୟାକ୍' ଘୋଷଣା କରିଛି ।

ବିଭିନ୍ନ ସଂସ୍ଥାର ୱାର୍କ ଫ୍ରମ ହୋମ ପଦକ୍ଷେପକୁ ସମର୍ଥନ କରି ରିଲାଏନ୍ସ ଏହି ପ୍ଲାନ ଆଣିଛି । ଏହି ପ୍ୟାକର ଅବଧି 51 ଦିନ ରହିବ । ପ୍ରତିଦିନ ୨ ଜିବି ଇଣ୍ଟରନେଟ ଡାଟା ମିଳିବ | ତେବେ ଏହି ପ୍ୟାକ କୌଣସି ପ୍ରକାର ଭଏସ କଲ କିମ୍ବା ଏସଏମଏସ ସୁବିଧା ପ୍ରଦାନ କରିବ ନାହିଁ ।

ସେହିପରି ଜିଓ 4ଜି ଡାଟା ଭାଉଚର ସୁବିଧାରେ ଉନ୍ନତି ଆଣିଛି । ଯାହା ଡବଲ ଡାଟା ଏବଂ ଅତିରିକ୍ତ ଅଣ-ଜିଓ ଟକ ଟାଇମ୍ ପ୍ରଦାନ କରିବ ।

ଅପଗ୍ରେଡ ସହ 11, 21, 51, 51 ଏବଂ 101 ଟଙ୍କା ମୂଲ୍ୟର 4G ଡାଟା ଭାଉଚର ବର୍ତ୍ତମାନ ଯଥାକ୍ରମେ 800 MB, 2GB, 6GB ଏବଂ 12 GB ହାଇ ସ୍ପିଡ୍ ଡାଟା ସହିତ ଆସିଛି | ଏହି ଭାଉଚର ମଧ୍ୟ ଅଣ ଜିଓ ନମ୍ବରକୁ ଭଏସ କଲ ସୁବିଧା ଦେଉଛି ।

କରୋନା ଭାଇରସ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ “ସାମାଜିକ ଦୂରତା” କୁ ସରକାର ପ୍ରୋତ୍ସାହିତ କରୁଛନ୍ତି । କର୍ମଚାରୀମାନଙ୍କ ପାଇଁ ‘ୱାର୍କରୁ ହୋମ୍’ ନୀତି ଲାଗୁ କରିବାକୁ କମ୍ପାନୀମାନଙ୍କୁ ସରକାର ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.