ETV Bharat / business

ବିଚଳିତ ବଜାର: 2ଦିନରେ ନିବେଶକ ହରାଇଲେ 9.74 ଲକ୍ଷ କୋଟି

ଦୁଇ ଦିନ ମଧ୍ୟରେ ନିବେଶକଙ୍କ 9,74,176.71 କୋଟି ଟଙ୍କା ଘାଟା ହୋଇଛି । ମଙ୍ଗଳବାର କାରବାର ବନ୍ଦ ପରେ ବିଏସଇ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ 1,19,52,066.11 କୋଟି ଟଙ୍କା ରହିଛି ।

Investor wealth tumbles Rs 9.74 lakh crore in two days of market plunge
ବିଚଳିତ ବଜାର: 2ଦିନରେ ନିବେଶକ ହରାଇଲେ 9.74 ଲକ୍ଷ କୋଟି
author img

By

Published : Mar 17, 2020, 9:07 PM IST

ନୂଆଦିଲ୍ଲୀ: କୋରୋନା ଭୟରେ ଆତଙ୍କିତ ପୁଞ୍ଜି ବଜାର । ଅସ୍ଥିର ସେୟାର ସୂଚକାଙ୍କ । 10 ହଜାର ତଳେ ନିଫ୍ଟି । ଫଳରେ ଚଳିତ ସପ୍ତାହ ଆରମ୍ଭ 2 ଦିନରେ ନିବେଶକ ହରାଇଲେଣି 9.74 ଲକ୍ଷ କୋଟି ଟଙ୍କା ।

ଦୁଇ ଦିନ ମଧ୍ୟରେ ନିବେଶକଙ୍କ 9,74,176.71 କୋଟି ଟଙ୍କା ଘାଟା ହୋଇଛି । ମଙ୍ଗଳବାର କାରବାର ବନ୍ଦ ପରେ ବିଏସଇ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ 1,19,52,066.11 କୋଟି ଟଙ୍କା ରହିଛି ।

ସେନସେକ୍ସ 810.98 ପଏଣ୍ଟ ହ୍ରାସ ହୋଇଛି । କାରବାର ଆରମ୍ଭରେ ହୋଇଥିବା ଅଭିବୃଦ୍ଧି ପୁଣି ଖସି 30,579.09 ରେ ସେନସେକ୍ସ କାରବାର ବନ୍ଦ ହୋଇଛି | ଦୁର୍ବଳ ବିଶ୍ବ ବଜାର ପ୍ରଭାବରେ ଘରୋଇ ବଜାର ବେହାଲ ହୋଇପଡିଛି ।

ଆଇସିଆଇସିଆଇ ବ୍ୟାଙ୍କ, IndusInd ବ୍ୟାଙ୍କ, ବଜାଜ ଫାଇନାନ୍ସ, HDFC ଏବଂଇମ୍ଫୋସିସ ସେୟାର 8.95 ପ୍ରତିଶତ ହ୍ରାସ ପାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.