ETV Bharat / business

ଓଡିଶା ବଜେଟ: ଫୋକସରେ ଭିତ୍ତିଭୂମି, ସଡକ ଓ ପରିବହନକୁ ଅଧିକ ବରାଦ - odisha Budget 2021

ଅଭିବୃଦ୍ଧିକୁ ତ୍ବରାନ୍ବିତ କରେ ଭିତ୍ତିଭୂମିର ବିକାଶ । ଏଥିପାଇଁ ସଡକ ସଂଯୋଗ , ପରିବହନ , ରେଳ ଆଦି ଦିଗକୁ ବଜେଟରେ ହୋଇଛି ଆବଣ୍ଟନ । ଅଧିକ ପଢନ୍ତୁ..

ଓଡିଶା ବଜେଟ :  ଫୋକସରେ ଭିତ୍ତିଭୂମି, ସଡକ ଓ ପରିବହନକୁ ଅଧିକ ବରାଦ

author img

By

Published : Feb 22, 2021, 10:48 PM IST

ଭୁବନେଶ୍ବର: ଅର୍ଥନୀତି ପୁନରୁଦ୍ଧାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଭିତ୍ତିଭୂମି । ସଡକ ସଂଯୋଗ , ରେଳ ଓ ପରିବନ ଅଭିବୃଦ୍ଧି ଗତିକୁ ତୀବ୍ର କରିବାରେ ସହଯୋଗ କରାଏ । ସୋମବାର ଆଗତ ହୋଇଥିବା ଓଡିଶା ବଜେଟରେ ସଡକ , ରେଳ ଓ ପରିବହନ ପାଇଁ ବିଭିନ୍ନ ଯୋଜନା ସହ ହୋଇଛି ସ୍ବତନ୍ତ ଆବଣ୍ଟନ ।

ଭିତ୍ତିଭୂମି-

  • 30 ଟି ସେତୁ, 2ଟି ରେଳ ଓଭର ବ୍ରିଜ ଓ ହଜାରେ କିମି ରାସ୍ତା ତିଆରି ପାଇଁ ସଡକ ବିକାଶ ଯୋଜନା ଅଧିନରେ 2 ହଜାର 2 ଶହ 96 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
  • ବିଜୁ ସେତୁ ଯୋଜନାରେ 9 ଶହ 12 କୋଟି
  • “PMGSY ଅଧିନରେ 4 ହଜାର କିମି ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ 2 ହଜାର କୋଟି ଟଙ୍କା ବରାଦ ହୋଇଛି ।
  • Air-Stripର ନବୀକରଣ ପାଇଁ 1 ଶହ କୋଟି ଟଙ୍କା ବ୍ୟୟ ବରାଦ
  • ରେଳ ଭିତ୍ତିଭୂମିର ବିକାଶ ପାଇଁ 3 ଶହ 96 କୋଟି ଟଙ୍କା ଆବଣ୍ଟିତ ।
  • ରାଜ୍ୟ ସରକାର ଚଳିତ ବର୍ଷ JointVenture Company ଯଥା Odisha Rail InfrastructureDevelopment Limited, ହରଦାସପୁର –ପାରାଦ୍ଵୀପ RailwayCompany Ltd. ଏବଂ ଅନୁଗୁଳ-ସୁକିନ୍ଦା Railway Ltd. ପାଇଁ 50କୋଟି ଟଙ୍କା ଘୋଷଣା ହୋଇଛି ।
  • ନୂଆ ବସ ପାଇଁ ଓଡିଶା ରାଜ୍ୟ ସଡକ ପରିବହନ ନିଗମରେ ଅଂଶଧନ ନିବେଶ ପାଇଁ 34 କୋଟି
  • ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଆଧୁନିକରଣ ପାଇଁ 20 କୋଟି
  • ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ 300 କୋଟି
  • ସଡ଼କ ସୁରକ୍ଷା ପାଇଁ ୨୦ କୋଟି ଟଙ୍କା ।
  • ସାଗରମାଳା ଯୋଜନା ପାଇଁ ୩୪ କୋଟି ଟଙ୍କା ଘୋଷଣା । ଏହା ଅଧିନରେ ବାଲୁଗାଁରୁ କୃଷ୍ଣ ପ୍ରସାଦ ଏବଂ ଭଦ୍ରକର କନିନାଳୀଠାରୁ କେନ୍ଦ୍ରାପଡା ତାଳଚୁଆ ଯାଏଁ ସଂଯୋଗ ହେବ ।
  • ଫ୍ରି ଟ୍ରମା କେୟାର ପାଇଁ ୪୦ କୋଟି ଟଙ୍କା ।
  • ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୧୩୫ କୋଟି ।
  • କଟକ ବସ ଟର୍ମିନାଲ ପାଇଁ 100 କୋଟି
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପାଇଁ 100 କୋଟି ଟଙ୍କା
  • ସ୍ୱଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳକୁ ୨ ଶହ କୋଟି
  • ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ୨ ଶହ ୧୫କୋଟି ଟଙ୍କା
  • ଅର୍ବାନ ସ୍ୱରେଜ ପ୍ରକଳ୍ପ ପାଇଁ ୧ ଶହ ୬୦ କୋଟି ଟଙ୍କା ବ୍ୟୟବରାଦ
  • ଅର୍ବାନ ସାନିଟେସନ ପ୍ରକଳ୍ପ ପାଇଁ ୧ ଶହ ୯୦ କୋଟି
  • ସହର ଗୁଡିକୁ ନିର୍ମଳ ରଖିବାକୁ ୩ ଶହ ୯୫ କୋଟି ଟଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.