ETV Bharat / business

ଫେବୃଆରୀରେ ଶିଳ୍ପ କ୍ଷେତ୍ର ଉତ୍ପାଦନ 4.5%କୁ ବୃଦ୍ଧି

author img

By

Published : Apr 9, 2020, 7:34 PM IST

ଚଳିତ ବର୍ଷ ଫେବୃଆରୀ ମାସରେ ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ 4.5%କୁ ବୃଦ୍ଧି ହୋଇଛି।

Industrial output stood at 4.5% in February
ଫେବୃଆରୀରେ ଶିଳ୍ପ କ୍ଷେତ୍ର ଉତ୍ପାଦନ 4.5%କୁ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀ ମାସରେ ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ 4.5%କୁ ବୃଦ୍ଧି ହୋଇଛି । ବିନିର୍ମାଣ, ଶକ୍ତି ଉତ୍ପାଦନ ଏବଂ ଖଣି କ୍ଷେତ୍ରରେ କାର୍ଯ୍ୟକଳାପ ଉନ୍ନତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି।

2019 ଫେବୃଆରୀରେ ଔଦ୍ୟୋଗିକ ଉତ୍ପାଦନ ସୂଚୀ(ଆଇଆଇପି) 0.2% ପ୍ରତିଶତ ବଢିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.