ETV Bharat / business

ଆର୍ଥିକ ବର୍ଷ ୨୦୨୧-୨୨ରେ ଜିଡିପି GDP ୯.୨% ରହିବ

author img

By

Published : Jan 7, 2022, 8:20 PM IST

ଚଳିତ ଆର୍ଥିକ ବର୍ଷରେ ଜିଡିପି (Gross Domestic Product) ୯.୨% ରହିବ । ବିଗତ ଆର୍ଥିକ ବର୍ଷ ତୁଳନାରେ ଜିଡିପିର ପ୍ରଦର୍ଶନ ଭଲ ରହିଛି। ଅଧିକ ପଢନ୍ତୁ

ଆର୍ଥିକ ବର୍ଷ ୨୦୨୧-୨୨ରେ ଜିଡିପି GDP ୯.୨% ରହିବ
ଆର୍ଥିକ ବର୍ଷ ୨୦୨୧-୨୨ରେ ଜିଡିପି GDP ୯.୨% ରହିବ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଜିଡିପିର ଅଭିବୃଦ୍ଧି ରହିବ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ଜିଡିପି (Gross Domestic Product) ମୋଟ ଘରୋଇ ଉତ୍ପାଦ ୯.୨% ରହିବ । ବିଗତ ଆର୍ଥିକ ବର୍ଷ ତୁଳନାରେ ଜିଡିପିର ପ୍ରଦର୍ଶନ ଭଲ ରହିଛି।

ଚଳିତ ବର୍ଷ ଦେଶର ଜିଡିପିରେ ଅଭିବୃଦ୍ଧି ହେବ। ଏନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (National Statistical Office)ର ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ର ଶେଷରେ ଦେଶର ମୋଟ ଘରୋଇ ଉତ୍ପାଦ ୯.୨ % ରହିବ।

ପୂର୍ବରୁ ଚଳିତ ଆର୍ଥିକ ବର୍ଷ 2020-21ରେ ମୋଟ ଜିଡିପି ୭.୩ ପ୍ରତିଶତ ରହିବ ବୋଲି ଆକଳନ ହୋଇଥିଲା । ବିଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ବୃଦ୍ଧି ପାଇଛି ଜିଡିପିର ପ୍ରଦର୍ଶନ । ବିଶେଷ କରି କୃଷିକ୍ଷେତ୍ର ଓ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ଯୋଗୁଁ ମୋଟ ଘରୋଇ ଉତ୍ପାଦରେ ଉନ୍ନତି ଘଟିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.