ETV Bharat / business

ଇ-କ୍ୟାଟରିଂ ସେବା ଆରମ୍ଭ କରିବ ରେଳବାଇ - e catering servicese catering services

ରେଳ ବୋର୍ଡ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି)କୁ ସିଲେକ୍ଟ ଷ୍ଟେସନରେ ଇ-କ୍ୟାଟରିଂ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛି । ଅଧିକ ପଢନ୍ତୁ..

ଇ-କ୍ୟାଟରିଂ ସେବା ଆରମ୍ଭ କରିବ ରେଳବାଇ
ଇ-କ୍ୟାଟରିଂ ସେବା ଆରମ୍ଭ କରିବ ରେଳବାଇ
author img

By

Published : Jan 29, 2021, 2:42 AM IST

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) କୁ ସିଲେକ୍ଟ ଷ୍ଟେସନରେ ଇ-କ୍ୟାଟରିଂ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛି ରେଳ ବୋର୍ଡ । ବୈଶ୍ବିକ ମହାମାରୀରେ ପ୍ରଭାବିତ ଲକଡାଉନ ଯୋଗୁଁ ଆଇଆରସିଟିସ ଇ-କ୍ୟାଟରିଂ ସେବାକୁ 2020 ମାର୍ଚ୍ଚ 22ରୁ ବନ୍ଦ କରିଥିଲା ।

ଭାରତୀୟ ରେଳ କ୍ୟାଟରିଂ, ପର୍ଯ୍ୟଟନ ଶାଖା ଆଇଆରସିଟିସି ବର୍ତ୍ତମାନ ସମୟରେ ସଞ୍ଚାଳିତ ହେଉଥିବା ସ୍ବତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଇ-କ୍ୟାଟରିଂ ସେବା ପୁଣି ଆରମ୍ଭ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.