ETV Bharat / business

ଲକଡାଉନ, ଶ୍ରମିକଙ୍କ ସମସ୍ୟା ଦୂର କରିବାକୁ ଖୋଲିଲା 20 କଣ୍ଟ୍ରୋଲ ରୁମ

ଲକଡାଉନ ସମୟରେ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ କାମ କରିବ 20ଟି କଣ୍ଟ୍ରୋଲ ରୁମ । ସରକାର ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 15, 2020, 1:34 AM IST

Govt sets up 20 control rooms to address wage-related issues
ଲକଡାଉନ, ଶ୍ରମିକଙ୍କ ସମସ୍ୟା ଦୂର କରିବାକୁ ଖୋଲିଲା 20 କଣ୍ଟ୍ରୋଲ ରୁମ

ନୂଆଦିଲ୍ଲୀ: ଲକଡାଉନ ସମୟରେ ମହଙ୍ଗା ପଡିପାରେ ଶ୍ରମିକଙ୍କ ପ୍ରତି କଠୋର ବ୍ୟବହାର । ଯଦି କୌଣସି କମ୍ପାନୀ ଦରମା ଦେବାରେ ଅବହେଳା ତେବେ ନିଆଯିବ ଦୃଢ କାର୍ଯ୍ୟନୁଷ୍ଠାନ । ଏଥିପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରାଣଳୟ ପକ୍ଷରୁ 20ଟି କଣ୍ଟ୍ରୋଲ ରୁମ ପ୍ରସ୍ତୁତ କରାଯାଇଛି ।

ଏହି କଣ୍ଟ୍ରୋଲ ରୁମ ଲକଡାଉନ ସମୟରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ମିଶି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ କରିବ । ମଙ୍ଗଳବାର ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଘୋଷଣା କରି କୁହାଯାଇଛି ଯେ, ଏହି ସବୁ କଲ ସେଣ୍ଟରରୁ ଶ୍ରମିକଙ୍କ ଫୋନ ନମ୍ବର, ହ୍ବାର୍ଟସଆପ କିମ୍ବା ଇମେଲ ଜରିଆରେ ସମ୍ପର୍କ କରାଯିବ ।

ଏହି କଣ୍ଟ୍ରୋଲ ରୁମର ପରିଚାଳନା ଉକ୍ତ ଅଞ୍ଚଳର ଲେବର ଇମ୍ପୋର୍ସମେଣ୍ଟ ଅଫିସର, ଆସିଣ୍ଚାଟ, ଲେବର କମିଶନର, ଆଞ୍ଚଳିକ ଲେବର କମିଶନର ତଥା ଡେପ୍ୟୁଟି ଲେବର କମିଶନର ଦ୍ବାରା କରାଯିବ ।

ଏହି 20 କଣ୍ଟ୍ରୋଲ ରୁମର କାର୍ଯ୍ୟପ୍ରଣାଳୀ ଯାଞ୍ଚ ପ୍ରତିଦିନ ମୁଖ୍ୟ ଲେବର କମିଶନର କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.