ETV Bharat / business

ଅର୍ଥନୀତିକୁ ଭିଟାମିନ: ବଜେଟକୁ ଅପେକ୍ଷା ନ କରି ସରକାର ନେଉଛନ୍ତି ବହୁ ପଦକ୍ଷେପ - ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ମାନ୍ଦାବସ୍ଥାରୁ ମୁକୁଳାଇବା ପାଇଁ ସରକାର ବିଭିନ୍ନ ସେକ୍ଟର ପାଇଁ ବହୁତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ଏଥିଲାଗି ବଜେଟକୁ ମଧ୍ୟ ଅପେକ୍ଷା କରିନାହାଁନ୍ତି। ଏଥିସହ ବହୁ ରାଜ୍ୟକୁ ବିନା ପାତରଅନ୍ତରରେ ପାଣ୍ଠି ଯୋଗାଇ ଦିଆଯାଉଛି।

Government has taken steps to address issues without waiting for Budget: Sitharaman
ବଜେଟକୁ ଅପେକ୍ଷା ନ କରି ସରକାର ନେଉଛନ୍ତି ବହୁ ପଦକ୍ଷେପ
author img

By

Published : Jan 6, 2020, 2:03 PM IST

ନୂଆଦିଲ୍ଲୀ: ବିଭିନ୍ନ ସେକ୍ଟରରେ ଯାହା ବି ଚ୍ୟାଲେଞ୍ଜ ରହିଛି, ସେସବୁ ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ବଜେଟକୁ ମଧ୍ୟ ଅପେକ୍ଷା କରାଯାଉନାହିଁ। ଏନେଇ ନିକଟରେ ନିଆଯାଇଥିବା ବିଭିନ୍ନ ଯୋଜନାକୁ ଉଦାହରଣ ଭାବେ ନିଆଯାଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ସେ କହିଛନ୍ତି ଯେ, ଗତ 2 ମାସ ଧରି ଜିଏସଟି ସଂଗ୍ରହ ଲକ୍ଷେ କୋଟି ପାର କରିଛି। ଆଗାମୀ ଦିନରେ ଏଭଳି ଅଭିବୃଦ୍ଧି ଜାରି ରହିବା ନେଇ ଆଶା ରହିଛି।

ସରକାର ବିଭିନ୍ନ ସେକ୍ଟରରେ ରହିଥିବା ସମସ୍ୟାର ସମାଧାନ ପାଇଁ ବହୁମୁଖୀ ଯୋଜନା ପ୍ରମଣନ କରୁଛନ୍ତି । ଏଥିସହ ଠିକଣା ସମୟରେ ଅସୁବିଧାର ପ୍ରତିକାର କରାଯାଉଛି । ରବିବାର ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସ୍ପଷ୍ଟ କରିଛନ୍ତି । ଏଥିରେ ସେ ଜଣାଇଛନ୍ତି ଯେ, ସରକାର କଦାପି ବିଜେପି କିମ୍ବା ଅଣବିଜେପି ସରକାର ଥିବା ରାଜ୍ୟକୁ ପାତରଅନ୍ତର କରୁନାହାଁନ୍ତି। ବରଂ ଯେଉଁ ରାଜ୍ୟ ନିଜର ବକେୟା, କେନ୍ଦ୍ରକୁ ଦେଇପାରୁନାହିଁ, ସେମାନଙ୍କୁ ଚତୁର୍ଦ୍ଦଶ ଅର୍ଥ କମିସନରଙ୍କ ସୁପାରିସରେ ଅତିରିକ୍ତ ପାଣ୍ଠି ଯୋଗାଇ ଦିଆଯିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.