ETV Bharat / business

ରପ୍ତାନୀକୁ ବୁଷ୍ଟର, ନୂଆ ଯୋଜନାରେ ଖର୍ଚ୍ଚ ହେବ 50ହଜାର କୋଟି

ରପ୍ତାନୀ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା । ଶୁଳ୍କ ହ୍ରାସ ସହ ପୁରୁଣା ଆରଓଏସଏଲ( ରିବେଟ ଅଫ ଷ୍ଟେଟ ଲେଭିସ)କୁ ଚଳିତ ବର୍ଷ ଶେଷ ସୁଦ୍ଧା ଜାରି ରହିବ ।

author img

By

Published : Sep 14, 2019, 6:12 PM IST

ଫଟୋ ସୌଜନ୍ୟ-ଏଏନଆଇ

ନୂଆଦିଲ୍ଲୀ: ଆଗକୁ ଦେଶର ରପ୍ତାନୀ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା । ଶୁଳ୍କ ହ୍ରାସ ସହ ପୁରୁଣା ଆରଓଏସଏଲ( ରିବେଟ ଅଫ ଷ୍ଟେଟ ଲେଭିସ)କୁ ଚଳିତ ବର୍ଷ ଶେଷ ସୁଦ୍ଧା ଜାରି ରହିବ ।

Government announces new measures to boost exports
ବୃଦ୍ଧି ହେବ ରପ୍ତାନୀ

ସେହିପରି ଏମଇଆଇଏସ(Merchandise Exports from India Scheme)କୁ 2020 ଜାନୁଆରୀ ସୁଦ୍ଧା ଶେଷ କରାଯିବ । ଏହା ବଦଳରେ RoDTEP ଲାଗୁ ହେବ । ନୂଆ RoDTEP ରୁ 50 ହଜାର କୋଟିର ଫାଇଦା ମିଳିବ ।

ପିଏସଏଲ ଘୋଷଣା
ରପ୍ତାନୀକାରୀଙ୍କ ପାଇଁ ଋଣ ପ୍ରାଥମିକତା କ୍ଷେତ୍ରରେ ଋଣ ଆବଣ୍ଟନ ପାଇଁ ସଂଶୋଧିତ ନିୟମ (ପିଏସଏଲ)ର ଘୋଷଣା କରିଛନ୍ତି ସରକାର । ଏହା ଦ୍ବାରା ରପ୍ତାନୀକାରୀଙ୍କୁ 36 ହଜାର କୋଟିରୁ 68 ହଜାର କୋଟି ପର୍ଯ୍ୟନ୍ତ ଅତିରିକ୍ତ ଅର୍ଥ ମିଳିପାରିବ । ଏହାର ଦିଶା ନିର୍ଦ୍ଦେଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ବିଚାରବିମର୍ଷ ଚାଲିଛି ।

ରପ୍ତାନୀ ବୃଦ୍ଧି ପାଇଁ ମେଗା ପ୍ଲାନ
ମାସ ଶେଷ ସୁଦ୍ଧା ଆଇଟିସି ରିଫଣ୍ଡ ପାଇଁ ଇଲେକ୍ଟ୍ରୋନିକ ରିଫଣ୍ଡ ସିଷ୍ଟମ ଲାଗୁ ହେବ । ଏଥିପାଇଁ ଇ-ରିଫଣ୍ଡ ଶୀଘ୍ର କାର୍ଯ୍ୟକାରୀ ହେବ ।
ଆସନ୍ତା ବର୍ଷ ମାର୍ଚ୍ଚ4ରୁ ମେଗା ଫେଷ୍ଟିଭଲ 4ଟି ଅଲଗା ଅଲଗା ସହରରେ ଆୟୋଜନ ହେବ ।

ଫ୍ରି ଟ୍ରେଡ ଏଗ୍ରିମେଣ୍ଟ
ସ୍ପେଶାଲ ଏଫଟିଏ ଏଗ୍ରିମେଣ୍ଟ ଚାଲୁହେବ । ଯାହା ସ୍ବତନ୍ତ୍ର ଭାବେ ଫେଡରେଶନ ଅଫ ଏକ୍ସପୋର୍ଟ ଅର୍ଗନାଇଜେସନ ଓ ଆସୋସିଏସନ ସହ କଥାବାର୍ତ୍ତା ଓ ବୁଝମାଣା ହେବ । ଏହା ଦ୍ବାରା ଟାରିଫରୁ ରିହାତି ସମ୍ବନ୍ଧରେ ଆମଦାନୀକାରୀ ଓ ରପ୍ତାନୀକାରୀଙ୍କୁ ସୂଚନା ମିଳିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.