ETV Bharat / business

ଧନତେରସ ପୂର୍ବରୁ 40 ହଜାର ନିକଟତର ସୁନା

ଧନତେରସ ପୂର୍ବରୁ ଆକାଶଛୁଆଁ ଗହଣା ଦାମ । ବୃଦ୍ଧି ପାଇଛି ଉଭୟ ସୁନା ଓ ରୂପା ଦର । ଏ ନେଇ ଚିନ୍ତାରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ।

ପ୍ରତିକାତ୍ମକ ଫଟୋ
author img

By

Published : Oct 23, 2019, 8:20 PM IST

ନୂଆଦିଲ୍ଲୀ: ଧନତେରସ ପୂର୍ବରୁ ଆକାଶ ଛୁଆଁ ଗହଣା ଦର ଦାମ । ବୃଦ୍ଧି ପାଇଛି ଉଭୟ ସୁନା ଓ ରୂପା ଦର । ଏ ନେଇ ଚିନ୍ତାରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ।

ସକରାତ୍ମକ ବିଶ୍ବ ଅର୍ଥ ବ୍ୟବସ୍ଥା ଓ ଟଙ୍କାର ବିନିମୟ ମୁଲ୍ୟ ବୃଦ୍ଧି ପାଇଛି । ଏଥିଯୋଗୁଁ ବୁଧବାର ଦିଲ୍ଲୀ ସରଫରା ବଜାରରେ 10 ଗ୍ରାମ ସୁନା ଦାମ 177 ଟଙ୍କା ବଢି 38,932 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା କିଲୋ ପିଛା 290 ଟଙ୍କା ବୃଦ୍ଧି ପାଇ 46,560 ଛୁଇଁଛି ।

ଗତ କାରବାର ଦିବସରେ ରୂପା କିଲୋ 46,270 ଟଙ୍କାରେ ବନ୍ଦ ହୋଇଥିଲା । ଏଚଡିଏଫସିର ସିକ୍ୟୁରିଟିଜକ ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି ଯେ, ପାର୍ବଣ ଓ ବିବାହ ସିଜନ ଯୋଗୁଁ ସୁନା ମହଙ୍ଗା ହେଉଛି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଆଉନ୍ସ ପ୍ରତି ସୁନା 1,493 ଡଲାର ରହିଥିବା ବେଳେ ରୂପା 17.57 ଡଲାର ରହିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ସୁଦୃଢ ହେଉଛି । ଏଥିଯୋଗୁଁ ବିଶ୍ବ ବଜାରରେ ଦେଖାଦେଇଥିବା ଅନିଶ୍ଚିତତାରେ ସୁଧାର ଆସିଛି । ହେଲେ brexit ବୁଝାମଣାରେ ବିଳମ୍ବ ଓ ଆମେରିକା କମ୍ପାନୀ ଆୟ ହ୍ରାସ ପାଉଥିବା ଯୋଗୁଁ ସୁନା ଦର ଦିନକୁ ଦିନ ବଢୁଛି ବୋଲି ପଟେଲ ମତ ଦେଇଛନ୍ତି ।

Intro:Body:

Test  5

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.