ETV Bharat / business

ମାନ୍ଦାବସ୍ଥା ପ୍ରଭାବ, 4.5%କୁ ଖସିଲା ଜିଡିପି - କମିଲା ଅଭିବୃଦ୍ଧି

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈୟମାସ (ଜୁଲାଇ-ସେପ୍ଟେମ୍ବର)ରେ ମୋଟ ଘରୋଇ ଉତ୍ପଦ(ଜିଡିପି) 4.5 ପ୍ରତିଶତ ରହିଛି ।

GDP growth slows down to 4.5% in September quarter
4.5 ପ୍ରତିଶତକୁ ଖସିଲା ଜିଡିପି
author img

By

Published : Nov 29, 2019, 6:06 PM IST

ନୂଆଦିଲ୍ଲୀ: ସତ ହେଲା ଅନୁମାନ । ଖସିଲା ଦେଶର ଅଭିବୃଦ୍ଧି ହାର । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈୟମାସ(ଜୁଲାଇ-ସେପ୍ଟେମ୍ବର) ରେ ମୋଟ ଘରୋଇ ଉତ୍ପଦ(ଜିଡିପି) 4.5 ପ୍ରତିଶତ ରହିଛି । ଶୁକ୍ରବାର ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

କମ ଚାହିଦା ଓ ନିବେଶ , ବିନିର୍ମାଣ କ୍ଷେତ୍ର( ମ୍ୟାନୁଫେକ୍ଚରିଙ୍ଗ ସେକ୍ଟର) ରେ ଦ୍ରୁତ ଅବନତି, କୃଷି ଉତ୍ପାଦନରେ ହ୍ରାସ ଯୋଗୁଁ ବିକାଶ ଦର ଲଗାତାର ତଳମୁହାଁ ରହୁଛି ।

ଏହା ପୂର୍ବରୁ 2012-13 ଆର୍ଥିକ ବର୍ଷର ଜାନୁଆରୀ-ମାର୍ଚ୍ଚ ତ୍ରୈୟମାସରେ ଜିଡିପି ସର୍ବନିମ୍ନ 4.3 ପ୍ରତିଶତ ରହିଥିଲା ।

ଏହି ହ୍ରାସ ପଛର ମୁଖ୍ୟ କାରଣ ହେଲା ବେକାରୀ, କମ ଉପଯୋଗୀତା, ଚାହିଦା ହ୍ରାସ, ବ୍ୟାଙ୍କର ଏନପିଏ ବୃଦ୍ଧି ଭଳି ଘରୋଇ କାରକ ବ୍ୟତିତ ଆମେରିକା ଓ ଚୀନ ମଧ୍ୟରେ ବ୍ୟାପ ବିବାଦ । ଯାହାକି ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଚିନ୍ତାର କାରଣ ପାଲଟିଛି ।

ପୂର୍ବରୁ ଏସବିଆଇ , ଏସିଆଇ ବିକାଶ ବ୍ୟାଙ୍କ(ଏଡିବି), ବିଶ୍ବ ବ୍ୟାଙ୍କ, ଆଇସିଡି, ଆରବିଆଇ, ଆଇଏମଏଫ ସମେତ ଅନ୍ୟାନ୍ୟ ବୈଶ୍ବିକ ଏଜେନ୍ସି ମଧ୍ୟ ଦ୍ବିତୀୟ ତ୍ରୈୟମାସରେ ବିକାଶ ଦର 5 ପ୍ରତିଶତ ତଳକୁ ଖସିବ ବୋଲି ଆନୁମାନିକ ରିପୋର୍ଟ ଜାରି କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.