ETV Bharat / business

ବଜେଟ 2020: ଦୀର୍ଘ ସମୟ ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀଙ୍କ ରେକର୍ଡ

author img

By

Published : Feb 1, 2020, 2:50 PM IST

ଆଜି ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘ ସମୟ ଧରି ବଜେଟ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିଛନ୍ତି ।

FM Nirmala Sitharaman sets new record for the longest Union Budget speech
ବଜେଟ 2020: ଦୀର୍ଘ ସମୟ ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀଙ୍କ ରେକର୍ଡ

ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘ ସମୟ ଧରି ବଜେଟ ଉପସ୍ଥାପନ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ସେ 2ଘଣ୍ଟା 27 ମିନିଟ ଧରି ଏହି ବକ୍ତବ୍ୟ ଦେଇ ନିଜର ପୂର୍ବ ରେକର୍ଡ ଭଙ୍ଗ କରିଛନ୍ତି ।

ଅର୍ଥମନ୍ତ୍ରୀଙ୍କ ନାମରେ 2019 ମସିହାରେ 2ଘଣ୍ଟା 17 ମିନିଟ ଧରି ବଜେଟ ଉପସ୍ଥାପନ କରିଥିବାର ରେକର୍ଡ ରହିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.