ETV Bharat / business

ବଜେଟ ଉପସ୍ଥାପନ ଆରମ୍ଭ

author img

By

Published : Feb 1, 2020, 11:15 AM IST

Updated : Feb 1, 2020, 11:41 AM IST

ବଜେଟ ଉପସ୍ଥାପନ ଆରମ୍ଭ । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରୁଛନ୍ତି ସାଧାରଣ ବଜେଟ । ଅଧିକ ପଢନ୍ତୁ...

Budget 2020
ବଜେଟ 2020 ଭାରତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ବଜେଟ ଉପସ୍ଥାପନ ଆରମ୍ଭ । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରୁଛନ୍ତି ସାଧାରଣ ବଜେଟ । ନୂଆ ଦଶକର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଭାଷଣ ଆରମ୍ଭ । 2020-21 ଆର୍ଥିକ ବର୍ଷ ପାଇଁ ଆୟବ୍ୟୟ ଅଟକଳର ଚିଠା ଖୋଲିଲେ ଅର୍ଥମନ୍ତ୍ରୀ । ତାଙ୍କ ସହିତ ଅଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ।

Intro:Body:

BLANK

Conclusion:
Last Updated : Feb 1, 2020, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.