ETV Bharat / business

ଫେବୃଆରୀ 6ରେ ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ସମୀକ୍ଷା - ବଜେଟ ପରେ ମୁଦ୍ରାନୀତି ସମୀକ୍ଷା

ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହେବ । ଏହି ସମୀକ୍ଷା ଏପରି ସମୟରେ ହେବାକୁ ଯାଉଛି, ଯେବେ ଆର୍ଥିକ ଅଭିବୃଦ୍ଧି ଦୁର୍ବଳ ଓ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି ।

first post budget monetary policy to come out on thursday
ଫେବୃଆରୀ 6ରେ ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ସମୀକ୍ଷା
author img

By

Published : Feb 4, 2020, 1:58 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହେବ । ଏହି ସମୀକ୍ଷା ଏପରି ସମୟରେ ହେବାକୁ ଯାଉଛି, ଯେବେ ଆର୍ଥିକ ଅଭିବୃଦ୍ଧି ଦୁର୍ବଳ ଓ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି ।

2019-20 ଆର୍ଥିକ ବର୍ଷ ପାଇଁ ଷଷ୍ଠ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ଶେଷ ବୈଠକ ହେବ । ସେମାବାର ଏ ନେଇ ଏକ ବିଜ୍ଞପ୍ତି ଜାରି କରି ଆରବିଆଇ କହିଛି କି, ମୁଦ୍ରାନୀତି ସମିତି(ଏମପିସି)ର 4ରୁ 6 ବୈଠକ ହେବ । 6 ଫେବୃଆରୀ ଦ୍ବିପ୍ରହର ପୂର୍ବରୁ ୱେବସାଇଟରେ ମୁଦ୍ରାନୀତି ସମୀକ୍ଷା ବିଷୟରେ ଜଣାଯିବ ବୋଲି ଆରବିଆଇ କହିଛି ।

ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର 5 ପ୍ରତିଶତ ରହିବା ନେଇ ସରକାର ଅନୁମାନ ରଖିଛନ୍ତି । ଯାହାକି 11 ବର୍ଷରେ ସର୍ବନିମ୍ନ ସ୍ତର । ଏହାର କାରଣ ହେଉଛି ବିଭିନ୍ନ ଘରୋଇ ଓ ବୈଶ୍ବିକ କାରଣ । ଏଥିରେ ଲୋକଙ୍କ ଚାହିଦା ହ୍ରାସ ମଧ୍ୟ ସାମିଲ ରହିଛି । ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି 7.3 ପ୍ରତିଶତ ସହ ସର୍ବୋଚ୍ଚ ସ୍ତରରେ ରହିଛି । ଏହାର କାରଣ ପନିପରିବା ଦାମବୃଦ୍ଧି ।

ଡିଏବିଏସ ଗ୍ରୁପ ରିସର୍ଚ୍ଚର ବରିଷ୍ଠ ଉପଧ୍ୟାକ୍ଷ ଓ ଅର୍ଥଶାସ୍ତ୍ରୀ ରାଧିକା ରାଓ କହିଛନ୍ତି କି ‘‘ କେନ୍ଦ୍ରୀୟ ନୀତିଗତ ଦର(ରେପୋରେଟ ହାର)କୁ ସ୍ଥିର ରଖାଯାଇପାରିବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.