ETV Bharat / business

‘ଅର୍ଥବ୍ୟବସ୍ଥାରେ ଆଗକୁ ଆହୁରି ସୁଧାର ଆସିବ’ - ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ନିର୍ମଳା

ଆର୍ଥିକ ମାମଲାରେ ଆଗକୁ ଆହୁରି ସୁଧାର ନେଇ ପ୍ରସ୍ତୁତି ହେଉଛନ୍ତି ସରକାର। କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏପରି ଉଦବୋଧନ ଦେଇ ନିବେଶକଙ୍କୁ ଆମନ୍ତ୍ରିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Finance Minister hints at further reforms
ଭାରତରେ ନିବେଶ ପାଇଁ ଆମନ୍ତ୍ରଣ ଦେଲେ ନିର୍ମଳା
author img

By

Published : Dec 3, 2019, 5:26 PM IST

ନୂଆଦିଲ୍ଲୀ: ଭାରତରେ କାରବାର, ବ୍ୟବସାୟ ପାଇଁ ଅନୁକୂଳ ବାତାବରଣ ଓ ନିବେଶଙ୍କୁ ଆକୃଷ୍ଟ କରିବାକୁ ନୀତି ଓ କାର୍ଯ୍ୟକ୍ରମରେ ଆଗକୁ ଆହୁରି ସୁଧାର ନେଇ ସରକାର ପ୍ରସ୍ତୁତ ହେଉଛନ୍ତି । ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ଓ ସ୍ବିଡେନ ବିଜନେସ ସମିଟ ସମ୍ବୋଧନରେ ଏନେଇ କହିଛନ୍ତି।

Finance Minister hints at further reforms
ଅର୍ଥବ୍ୟବସ୍ଥାରେ ଆଗକୁ ଆହୁରୀ ସୁଧାର ଆସିବ

କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ନିକଟରେ ମୋଦି ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଅର୍ଥମନ୍ତ୍ରୀ ଏଠାରେ ସୂଚନା ଦେଇଛନ୍ତି । ଏଥିରେ କମ୍ପାନୀ ଉପରୁ ଆୟକର ହ୍ରାସ ନିଷ୍ପତ୍ତି ମଧ୍ୟ ସାମିଲ ରହିଛି ।

ଭାରତ ଓ ସ୍ବିଡେନ ବିଜନେସ ସମିଟ

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ମୁଁ କେବଳ ଆପଣଙ୍କୁ ଆମନ୍ତ୍ରଣ କରିପାରିବି ଓ ଆଶ୍ବସନା ଦେଇପାରିବି କି ଆଗକୁ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଆହୁରି ସୁଧାର ନେଇ ଭାରତ ପ୍ରତିଶ୍ରୁତିବଦ୍ଧ।’ ଏଥିରେ ବ୍ୟାଙ୍କିଙ୍ଗ,ବୀମା ଓ ଖଣି କ୍ଷେତ୍ର ଭଳି ଗୁରୁତ୍ବପୂର୍ଣ୍ଣ ସେକ୍ଟର ରହିପାରିବ।

Intro:Body:

"I only can invite and assure that the Government of India is committed for further reforms in various sectors whether it is banking, mining or insurance and so on," Finance Minister Nirmala Sitharaman said.

New Delhi: Finance Minister Nirmala Sitharaman on Tuesday said the government is open to further reforms for making India a more attractive investment destination.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.