ETV Bharat / business

ଆୟକର ସ୍ଲାବ ପରିବର୍ତ୍ତନ ନେଇ ଏଭଳି ପରାମର୍ଶ ଦେଲେ ଗର୍ଗ - ଆୟକର ଉପରେ ଗର୍ଗଙ୍କ ମତ

ବିନା ସେସ ଓ ସର୍ଚଚାର୍ଜରେ 4 ସ୍ଲାବ ବିଶିଷ୍ଟ ବ୍ୟକ୍ତିଗତ ଟିକସର ସରଳୀକୃତ ସରଞ୍ଚନା ପାଇଁ ମତ ରଖିଛନ୍ତି ପୂର୍ବତନ ଅର୍ଥସଚିବ ସୁବାଷ ଚନ୍ଦ୍ର ।

Ex finance secretary favours 4 rate income tax structure without cess
ଆୟକର ସ୍ଲାବ ପରିବର୍ତ୍ତନ ନେଇ ଏଭଳି ପରାମର୍ଶ ଦେଲେ ଗର୍ଗ
author img

By

Published : Jan 20, 2020, 3:09 PM IST

ନୂଆଦିଲ୍ଲୀ: ବଜେଟ ପୂର୍ବରୁ ଆୟକର ସ୍ଲାବରେ ପରିବର୍ତ୍ତନ ନେଇ ପରାମର୍ଶ ଦେଇଛନ୍ତି ପୂର୍ବତନ ଅର୍ଥସଚିବ ସୁବାଷ ଚନ୍ଦ୍ର ଗର୍ଗ । ସେସ ଓ ସରଚାର୍ଜ ବିନା 4 ସ୍ଲାବ ବିଶିଷ୍ଟ ବ୍ୟକ୍ତିଗତ ଟିକସର ସରଳୀକୃତ ସରଞ୍ଚନା ପାଇଁ ମତ ରଖିଛନ୍ତି ଗର୍ଗ ।

ସେପ୍ଟେମ୍ବରରେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ କର୍ପୋରେଟ କର ହ୍ରାସ ପରେ ବ୍ୟକ୍ତିଗତ ଆୟକର ସ୍ଲାବରେ ରିହାତି ପାଇଁ ଦାବି ଉଠୁଛି । ଆଗକୁ ବଜେଟ ରହୁଥିବାରୁ ଏହି ଆୟକର ହ୍ରାସ ନେଇ ଜୋରଦାର ସ୍ବର ତେଜୁଛି । କାରଣ ସେସ ଓ ସରଚାର୍ଜ ଯୋଗୁଁ ବ୍ୟକ୍ତିଗତ ଆୟକର ବଢିବାରେ ଲାଗୁଛି ।

ଗର୍ଗ ନିଜ ବ୍ଲଗରେ ଲେଖିଛନ୍ତି ଯେ, ‘‘ ଚଳିତ ଆର୍ଥିକ ବର୍ଷ ମଧ୍ୟରେ କମ୍ପାନୀ କର ଢାଞ୍ଚାକୁ ତର୍କସଙ୍ଗତ ଓ ପ୍ରତିଯୋଗୀତାପୂର୍ଣ୍ଣ କରିଦିଆଯାଇଛି । ଏ ନେଇ ଆଉ କୌଣସି ପଦକ୍ଷେପ ପାଇଁ ଆଶା ନାହିଁ । ତେବେ ବ୍ୟକ୍ତିଗତ ଆୟକର କରପ୍ରକ୍ରିୟା ଢାଞ୍ଚାରେ କିଛି ପ୍ରମୁଖ ସୁଧାରକୁ ଆଗକୁ ବଢାଇବା ଦରକାର । ’’

ସେ ଆହୁରି ମଧ୍ୟ ଜଣାଇଛନ୍ତି କି, ଆୟକର ମାମଲାରେ ପାଖାପାଖୀ 8ଟି ସ୍ଲାବ ରହିଛି । ଯେଉଁଥିରେ ସବୁଠୁ ଉଚ୍ଚ କର ଦର 40 ପ୍ରତିଶତରୁ ମଧ୍ୟ ଅଧିକ ରହିଛି ।

ଆୟକର ଢାଞ୍ଚା ସୁଧାର ଉପରେ ଜୋର ଦେଇ ଗର୍ଗ କହିଛନ୍ତି କି, ବାର୍ଷିକ 5 ଲକ୍ଷ ଟଙ୍କା ଆୟ ଉପରେ କର ଫ୍ରି ରହିବା ଆବଶ୍ୟକ । ସେହିପରି 5ରୁ 10 ଲକ୍ଷ ଆୟ ଉପରେ 5 ପ୍ରତିଶତ ଓ 10ରୁ 25 ଲକ୍ଷ ଆୟ ଉପରେ 15 ପ୍ରତିଶତ ଏବଂ 25ର 50 ଲକ୍ଷ ଆୟ ଉପରେ 25 ପ୍ରତିଶତ , 50 ଲକ୍ଷରୁ ଊର୍ଦ୍ଧ୍ବ ଆୟ ଉପରେ 35 ପ୍ରତିଶତ କର ରହିବା ଦରକାର । ଏଭଳି ଭାବେ ବ୍ୟକ୍ତିଗତ ଆୟକର ଢାଞ୍ଚା ବହୁତ ସରଳ ଓ ଉଚିତ ଢଙ୍ଗରେ ରହିବ ।

ଆଉ ଏଭଳି କର ଉପରେ କୌଣସି ସେସ ଓ ସରଚାର୍ଜ ମଧ୍ୟ ରହିବା ଠିକ ନୁହେଁ । ଫଳରେ କରଦାତା ଏହାକୁ ସ୍ବାଗତ କରିବା ସହ ଠକେଇ କମିବ ।

ZCZC
PRI ECO ESPL
.NEWDELHI DCM32
BIZ-TAX-GARG
India may miss tax collection target for 2019-20 by nearly Rs 2.5 lakh cr: Garg

New Delhi, Jan 19 (PTI) The government's tax collection is likely to fall short of its estimate by Rs 2.5 lakh crore or 1.2 per cent of GDP in 2019-20, former finance secretary Subhash Chandra Garg said on Sunday while calling for scrapping of dividend distribution tax.
Garg in a blog said that from the tax revenues perspective, 2019-20 is proving to be a dysfunctional year.
"Tax revenues to see shortfall of Rs 2.5 trillion (1.2 per cent of GDP). Time to junk DDT and reform personal income tax," he said.
The government had budgeted gross tax revenues of Rs 24.59 lakh crore.
"Setting aside Rs 8.09 lakh crore as the share of the states, the budgeted net tax revenues to the Centre was kept at Rs 16.50 lakh crore. This was Rs 3.13 lakh crore higher than the provisional/actual net tax revenues of Rs 13.37 lakh crore collected in 2018-19, an increase of 23.4%.
"Indeed, it was quite a steep target," Garg noted.
He said corporate tax, excise duties and customs are likely to see negative growth in collections in 2019-20- something of the order of 8 per cent in corporate taxes, about 5 per cent negative growth in excise duties (Rs 2.2 lakh crore against Rs 2.31 lakh crore) and about 10 per cent lower collection in customs duty (Rs 1.06 lakh crore against Rs 1.18 lakh crore).
Garg pointed out that overall, there is likely to be shortfall of Rs. 3.5 - 3.75 lakh crore in gross tax collections of the Centre.
Noting that this is quite a steep shortfall in collections, unlikely to be bridged by either higher accrual under the non-tax revenues or expenditure compression, he said, "Therefore, revision of fiscal deficit goal of 3.3 per cent by 0.5 per cent to 0.7 per cent appears quite inevitable."
The underlying tax revenue situation is grim, he said adding that it is the right time to initiate much needed reforms in the taxation structure. PTI BKS PRS
MR
MR
01191821
NNNN
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.