ETV Bharat / business

ଅର୍ଥନୈତିକ ସର୍ଭେ ରିପୋର୍ଟ 2020; ଜିଡିପି 6ରୁ 6.5% ରହିବା ନେଇ ଅନୁମାନ

ସଂସଦରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି ଅର୍ଥନୈତିକ ସର୍ଭେ ରିପୋର୍ଟ । ସରକାରଙ୍କ ସଫଳତା ଓ ଆଗମୀ ଆଶା ଆକାଂକ୍ଷାକୁ ନେଇ ଅର୍ଥମନ୍ତ୍ରୀ ଦେଶ ଅର୍ଥନୀତିର ଗୋଲାପୀ ଚିତ୍ର ଆଙ୍କିଛନ୍ତି ।

Economic Survey projects GDP growth at 6-6.5% in FY21
ଅର୍ଥନୈତିକ ସର୍ଭେ ରିପୋର୍ଟ 2020, ଜିଡିପି 6ରୁ 6.5% ରହିପାରେ
author img

By

Published : Jan 31, 2020, 1:26 PM IST

ନୂଆଦିଲ୍ଲୀ: ସଂସଦରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି 2019-20 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ସରକାରଙ୍କ ସଫଳତା ଓ ଆଗମୀ ଆଶା ଆକାଂକ୍ଷାକୁ ନେଇ ଅର୍ଥମନ୍ତ୍ରୀ ଦେଶ ଅର୍ଥନୀତିର ଗୋଲାପୀ ଚିତ୍ର ଆଙ୍କିଛନ୍ତି ।

ଏପ୍ରିଲ ପହିଲାରୁ ଆରମ୍ଭ ହେଉଥିବା ଆର୍ଥିକ ବର୍ଷର ଅଭିବୃଦ୍ଧି ଅନୁମାନ 6ରୁ 6.5 ପ୍ରତିଶତ ରଖାଯାଇଛି । ଆସନ୍ତା କାଲି ଦିନ 11ଟା ପର୍ଯ୍ୟନ୍ତ ଲୋକସଭାକୁ ସ୍ଥଗିତ ରଖାଯାଇଛି। ଶନିବାର ଲୋକସଭା ଆରମ୍ଭ ପରେ ଅରମ୍ଭ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.