ETV Bharat / business

କଂଗ୍ରେସ ଇସ୍ତାହାର: ଗରିବଙ୍କ ଆକାଉଣ୍ଟକୁ ଟଙ୍କା, ଗୋଟିଏ ଜିଏସଟି - candidate

ଘୋଷଣା ହେଲା କଂଗ୍ରେସ ନିର୍ବାଚନୀ ଇସ୍ତାହାର। ଯୁବକଙ୍କୁ ଚାକିରୀ ଠାରୁ ଆରମ୍ଭ କରି ଶିକ୍ଷାକ୍ଷେତ୍ରରେ ସୁଯୋଗ, ଜିଡିପି ଅଭିବୃଦ୍ଧି, ଜିଏସଟିର ସରଳୀକରଣ, କୃଷକଙ୍କୁ ଋଣ ଛାଡ ଆଦି ବିଭିନ୍ନ ଆର୍ଥିକ ଦିଗକୁ ନଜରରେ ରଖି ଦେଇଛି ପୁଳାପୁଳା ପ୍ରତିଶ୍ରୁତି ।

congress
author img

By

Published : Apr 3, 2019, 3:29 AM IST

ନୂଆଦିଲ୍ଲୀ: ଘୋଷଣା ହୋଇଯାଇଛି କଂଗ୍ରେସ ନିର୍ବାଚନୀ ଇସ୍ତାହାର । 55 ପୃଷ୍ଠାର ଏହି ଇସ୍ତାହାରରଶିରୋନାମା ରହିଛି ‘ହମ୍‌ ନିଭାଏଗେଁ’ । ତେବେ ଏହି ଇସ୍ତାହାରରେ ଦେଶବିକାଶର ସୁନେଲି ସ୍ବପ୍ନ ଦେଖାଇଛି କଂଗ୍ରେସ ।ଘୋଷଣା କରିଛି ପ୍ରତିଶ୍ରୁତିରଲମ୍ବା ତାଲିକା । ସାମାଜିକ ଓ ରାଜନୈତିକ କ୍ଷେତ୍ରକୁଦୃଷ୍ଟିରେ ରଖି ପ୍ରତିଶ୍ରୁତିର ପାହାଡ ଠିଆ କରିଛି ଦଳ । ଏପରିକି କ୍ଷମତାକୁ ଆସିଲେ ଦେଶର ଆର୍ଥିକ ମେରୁଦଣ୍ଡ ସଳଖିବାକୁ ଦୃଢୋକ୍ତି କରିଛି ଦଳ ।

ଯୁବକଙ୍କୁ ଚାକିରୀଠାରୁ ଆରମ୍ଭ କରି ଶିକ୍ଷାକ୍ଷେତ୍ରରେ ସୁଯୋଗ, ଜିଡିପି ଅଭିବୃଦ୍ଧି, ଜିଏସଟିସରଳୀକରଣ, କୃଷକଙ୍କୁ ଋଣଛାଡ ଆଦି ବିଭିନ୍ନ ଆର୍ଥିକ ଦିଗକୁ ନଜରରେ ରଖି କଂଗ୍ରେସ ଇସ୍ତାହାର ପ୍ରସ୍ତୁତ କରିଛି ।

ନଜର ପକାନ୍ତୁ ଇସ୍ତାହାରରେ କଣ ରହିଛି

  • ମନରେଗା ଯୋଜନା ଜରିଆରେ 100 ନୁହେଁ 150 ଦିନ ପାଇଁ ରୋଜଗାରଗ୍ୟାରେଣ୍ଟି
  • ଜିଏସଟି (ଦ୍ରବ୍ୟ ଓ ସେବା କର)ର 2.0 ଆଇନ ଲାଗୁ ହେବ । ଏହା ଅନୁଯାୟୀ ପ୍ରତ୍ୟେକ ଦ୍ରବ୍ୟ ଓ ସେବା ଉପରେ ଗୋଟିଏ ଟିକସ ଲାଗିବ ।
  • ବିମୁଦ୍ରିକରଣ ଓ ଜିଏସଟି ଜରିଆରେ ଆର୍ଥିକ ସ୍ଥିରତାର ପ୍ରତିଶ୍ରୁତି
  • ପବ୍ଲିକ ସେକ୍ଟରରେ 34 ଲକ୍ଷଚାକିରୀସୁଯୋଗ ପାଇଁ ପ୍ରତିଶ୍ରୁତି
  • ବହୁ ରାଜ୍ୟରେ କୃଷକଙ୍କ ଋଣଛାଡ
  • କୃଷି କ୍ଷେତ୍ରର ଅଭିବୃଦ୍ଧି ପାଇଁ ସ୍ବତନ୍ତ୍ର ‘କିଶାନ ବଜେଟ’
  • ନ୍ୟାୟ ଯୋଜନା ଅନୁଯାୟୀ 5 କୋଟି ପରିବାରକୁ ବର୍ଷକୁ 72 ହଜାର । ଏଥିସହ 2030 ସୁଦ୍ଧା ଗରିବ ମୁକ୍ତ ଭାରତ ଲକ୍ଷ୍ୟ ।
  • ସରକାରୀ ବ୍ୟାଙ୍କ ଗୁଡିକର ମିଶ୍ରଣ କରି ବୃହତ୍ତ ବ୍ୟାଙ୍କ ଗଢା ଯିବ।

Intro:Body:

2875814
ନାରୀ ସଶକ୍ତ ହେଲେ ଅନ୍ୟମାନଙ୍କୁ ସଶକ୍ତ କରିପାରିବ
କୌଶଲ୍ୟା ଯଦି ସାଂସଦ ଭାବେ ନିର୍ବାଚିତ ହୁଅନ୍ତି ତେବେ ସେ ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବେ। ଅଧିକରୁ ଅଧିକ ଆଦିବାସୀ ବାଳିକାଙ୍କୁ ଉଚିତ ଶିକ୍ଷା ଓ ସ୍ୱାସ୍ଥ୍ୟର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କୌଶଲ୍ୟା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.