ETV Bharat / business

ପିଏମ-କେୟାର୍ସ ପାଣ୍ଠିକୁ ଦାନ କରୁଛନ୍ତି କି ? ଯାଞ୍ଚ କରନ୍ତୁ ଏହି ସବୁ ତଥ୍ୟ

author img

By

Published : Apr 4, 2020, 1:36 AM IST

ପିଏମ କେୟାର୍ସ ପାଣ୍ଠିକୁ ଦାନ କରୁଛନ୍ତି ଯଦି ତେବେ ଯାଞ୍ଚ କରନ୍ତୁ ୟୁପିଆଇ । ନଚେତ ଆପଣ ହୋଇପାରନ୍ତି ଠକାମୀର ଶୀକାର । ସତର୍କ କଲା ସାଇବର ସୁରକ୍ଷା ସମ୍ବନ୍ଧୀତ ମନିଟରିଂ ଏଜେନ୍ସି ସିଇଆରଟି-ଇନ । ଅଧିକ ପଢ଼ନ୍ତୁ...

cert in alerts people about fake upi ids seeking donations towards pm cares fund
ପିଏମ-କେୟାର୍ସ ପାଣ୍ଠିକୁ ଦାନ କରୁଛନ୍ତି କି ? ଯାଞ୍ଚ କରନ୍ତୁ ଏହି ସବୁ ତଥ୍ୟ

ନୂଆଦିଲ୍ଲୀ. କୋରୋନା ମୁକାବିଲା ପାଇଁ ଆର୍ଥକ ସହଯୋଗ କରୁଥିବା ବ୍ୟକ୍ତି ସତର୍କ ! ଯଦି ପିଏମ କେୟାର୍ସ ପାଣ୍ଠିକୁ ଟଙ୍କା ଦାନ କରୁଛନ୍ତି ତେବେ ଧ୍ୟାନର ସହ ଯାଞ୍ଚ କରନ୍ତୁ ଆଇଡି । ଏହା ପରେ ଟଙ୍କା ପଠାନ୍ତୁ । ଏ ନେଇ ଚେତାବନୀ ଦେଇଛି ସାଇବର ସୁରକ୍ଷା ସମ୍ବନ୍ଧୀତ ମନିଟରିଂ ଏଜେନ୍ସି ସିଇଆରଟି-ଇନ ।

ସରକାର କୋରୋନା ଭାଇରସ ମୁକାବିଲା ପାଇଁ ପିଏମ କେୟାର୍ସ ପାଣ୍ଠି ଗଠନ କରିଛନ୍ତି । ଯେଉଁଥିରେ ସାଧାରଣ ଲୋକ ଠାରୁ କୋଟିପତି ପର୍ଯ୍ୟନ୍ତ ନିଜ ସାମର୍ଥ ଅନୁସାରେ ଆର୍ଥିକ ଯୋଗଦାନ ଦେଇପାରିବେ । କିନ୍ତୁ ସୂଚନା ମିଳିଛି ଯେ, କିଛି ଠକ ଲୋକଙ୍କୁ ଠକିବା ପାଇଁ ପିଏନବି, ଏଚଡିଏଫସି ବ୍ୟାଙ୍କ, ଏସବିଆଇ, ଆଇସିଆଇସିଆ ବ୍ୟାଙ୍କ ଓ ୟସ ବ୍ୟାଙ୍କ ସମେତ ବହୁତ ବ୍ୟାଙ୍କର ୟୁପିଆଇ ହ୍ୟାଣ୍ଡଲରେ ଆଇଡି ତିଆରି କରିଛନ୍ତି । ଏଥିପାଇଁ ଏହି ନକଲି ୟୁପିଆଇ ଆଇଡିରୁ ବଞ୍ଚିବା ପାଇଁ ସିଇଆରଟି ଆଗକୁ ସତର୍କ କରାଇଛି ।

ଏହି ମନିଟରିଂ ଏଜେନ୍ସି କହିଛି ଯେ, ‘‘ସିଇଆରଟି-ଇନକୁ ନକଲି ୟୁପିଆଇ ସମ୍ବନ୍ଧରେ ବହୁତ ଖବର ମିଳିଛି । ଯାହାର ପ୍ରଧାନମନ୍ତ୍ରୀଙ୍କ ପିଏମ କେୟର୍ସ ପାଣ୍ଠିର ୟୁପିଆ ଆଇଡ ସହ ସାମଞ୍ଜସ ରହିଛି ।

ଏଣୁ ସିଇଆରଟି-ଇନ ପୁଣି କହିଛି ଯେ, ପିଏମ-କେୟାର୍ସ ପାଣ୍ଠିରେ ଯୋଗଦାନ ପାଇଁ ଅସଲି ୟୁପିଆଇ ଆଇଡି ‘‘ pmcares@sbi" । ଏଥିସହ ପଞ୍ଜିକୃତ ଖତା ନାଁ "PM CARES" ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.