ETV Bharat / business

କୋଭିଡ ସମ୍ବନ୍ଧିତ ଆମଦାନୀ ପାଇଁ ହେଲପ ଡେସ୍କ ପ୍ରସ୍ତୁତ

କୋଭିଡ ସମ୍ବନ୍ଧିତ ଉପକରଣ ଏବଂ ଔଷଧ ଆମଦାନୀକୁ ତ୍ବରାନ୍ବିତ ପାଇଁ ସ୍ଥାପନ ହେଲା ଡେଡିକେଟେଡ ହେଲପ ଡେସ୍କ । ଅଧିକ ପଢନ୍ତୁ..

କୋଭିଡ ସମ୍ବନ୍ଧିତ ଆମଦାନୀ ପାଇଁ ହେଲପ ଡେସ୍କ ପ୍ରସ୍ତୁତ
କୋଭିଡ ସମ୍ବନ୍ଧିତ ଆମଦାନୀ ପାଇଁ ହେଲପ ଡେସ୍କ ପ୍ରସ୍ତୁତ
author img

By

Published : May 3, 2021, 8:33 PM IST

ନୂଆଦିଲ୍ଲୀ: କୋଭିଡ ସମ୍ବନ୍ଧିତ ଉପକରଣ ଏବଂ ଔଷଧ ଆମଦାନୀକୁ ତ୍ବରାନ୍ବିତ ପାଇଁ ସରକାରଙ୍କ ନିଷ୍ପତ୍ତି । କୋଭିଡ ସଂରଞ୍ଜାମ ଆମଦାନୀକୁ ଶୀଘ୍ର ମଞ୍ଜୁରୀ କରିବାକୁ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏକ ଡେଡିକେଟେଡ ହେଲପ ଡେସ୍କ ସ୍ଥାପନ କରିଛି । ଏହି ଡେସ୍କ ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ କରିବ ।

ହେଲପ ଡେସ୍ତ କେବଳ ପ୍ରଶ୍ନଗୁଡିକ ପରିଚାଳନା କରିବ ନାହିଁ ବରଂ ସେହି ଆଇଟମ୍ ଏବଂ କଞ୍ଚାମାଲ ସୁନିଶ୍ଚିତ କରିବ । କୋଭିଡ-19 ପାଇଁ ଆମଦାନୀ ପାଇଁ ବନ୍ଦରଗୁଡିକରେ ସୀମା ଶୁଳ୍କ ଲାଗୁ ହେଉନାହିଁ ।

ସିବିଆଇସି ଏକ ଟ୍ବିଟରେ କହିଛି କି, ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭିଯୋଗ ସମାଧାନ ନହୁଏ ତେବେ ବିଶେଷ ପଦକ୍ଷେପ ନିଆଯିବ । ଏହି ହେଲପ ଡେସ୍କ ବି କୋରିୟର ମାଧ୍ୟମରେ ବ୍ୟକ୍ତିଗତ ଆମଦାନୀର ସୁବିଧା ପ୍ରଦାନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.