ETV Bharat / business

ବୋଇଙ୍ଗର ସଙ୍କଟ ଜାରି, ସେପ୍ଟେମ୍ବରରେ ବିକ୍ରି ହେଲାନି ଗୋଟିଏ ବି ମ୍ୟାକ୍ସ ବିମାନ

author img

By

Published : Oct 14, 2020, 2:08 PM IST

ବିମାନ ନିର୍ମାତା କମ୍ପାନୀ ବୋଇଙ୍ଗ ସେପ୍ଟେମ୍ବରରେ ଗୋଟିଏ ବି ମ୍ୟାକ୍ସ ବିମାନ ବିକ୍ରି କରିପାରିନାହିଁ । 737 ମ୍ୟାକ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାର ଚିନ୍ତା ପୂର୍ବ ଅପେକ୍ଷା ବଢିଛି । ଅଧିକ ପଢନ୍ତୁ..

ବୋଇଙ୍ଗର ସଙ୍କଟ ଜାରି, ସେପ୍ଟେମ୍ବରରେ ବିକ୍ରି ହେଲାନି ଗୋଟିଏ ବି ମ୍ୟାକ୍ସ ବିମାନ
ବୋଇଙ୍ଗର ସଙ୍କଟ ଜାରି, ସେପ୍ଟେମ୍ବରରେ ବିକ୍ରି ହେଲାନି ଗୋଟିଏ ବି ମ୍ୟାକ୍ସ ବିମାନ

ୱାଶିଂଟନ: ବିମାନ ନିର୍ମାତା କମ୍ପାନୀ ବୋଇଙ୍ଗ ସେପ୍ଟେମ୍ବରରେ ଗୋଟିଏ ବି ମ୍ୟାକ୍ସ ବିମାନ ବିକ୍ରି କରିପାରିନାହିଁ । 737 ମ୍ୟାକ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାର ଚିନ୍ତା ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି ।

କୋଭିଡ-19 ସଙ୍କଟ ଯୋଗୁଁ ଯାତ୍ରା ପ୍ରତିବନ୍ଧକ ଲାଗିରହିଥିଲାବେଳେ କମ୍ପାନୀ ବହୁତ ସମସ୍ୟାର ସାମ୍ନା କରୁଛି । ମଙ୍ଗଳବାର କମ୍ପାନୀ କହିଛି କି ସେପ୍ଟେମ୍ବରରେ 3 ମ୍ୟାକ୍ସ ବିମାନର ଅର୍ଡର ରଦ୍ଦ ହୋଇଯାଇଛି । ସେପଟେ 48 ଓ ମ୍ୟାକ୍ସ ବିମାନର ଅର୍ଡର ମଧ୍ୟ ଶେଷ ହୋଇଯାଇଛି , କାରଣ କମ୍ପାନୀର ଗ୍ରାହକଙ୍କୁ ଏହାକୁ କ୍ରୟର ସଉଦା ପକ୍କା କରିବା ପାଇଁ ଅନିଶ୍ଚିତତା ରହିଛି ।

ବୋଇଙ୍ଗ ଏ ବର୍ଷ 67 ଅର୍ଡର ବୁକିଂ କରିଥିଲା । କିନ୍ତୁ ତାହାକୁ 448 ମ୍ୟାକ୍ସ ବିମାନର ଅର୍ଡର ରଦ୍ଦ ହେବା ଦ୍ବାରା ସମସ୍ୟା ଭୋଗିବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.