ETV Bharat / business

ଫେଲ ମାରୁଛି ବିମୁଦ୍ରିକରଣ, କଳାଧନ କାରବାର ଖୁଲାସା - figure

ବେଲଗାମ ହେଉଛି କଳାଧନ ହିସାବ । 30 ବର୍ଷରେ ପାଖାପାଖୀ 490 ଆରବ ଡଲାର ବିଦେଶକୁ ପଠାଯାଇଛି । ଏଭଳି ରିପୋର୍ଟ ପ୍ରକାଶ କରି ସଂସଦୀୟ ସମିତି ପକ୍ଷରୁ ସତର ଖୁଲାସା କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 25, 2019, 8:15 PM IST

ନୂଆଦିଲ୍ଲୀ: ବିମୁଦ୍ରିକରଣ ଓ ଜିଏସଟି ପରେ ବି କମିନି କଳାଧନ ହେରଫେର । 30 ବର୍ଷ (1980-2010) ଭିତରେ ଭାରତୀୟଙ୍କ ପାଖାପାଖି 490 ଅରବ ଡଲାର ବିଦେଶକୁ ପଠାଯାଇଛି । ଯାହାକି ମୋଟ ଧନର 10 ପ୍ରତିଶତ ରହିଛି । ମଙ୍ଗଳବାର ସଂସଦୀୟ ସମିତି ପକ୍ଷରୁ ଏଭଳି ତାଜୁବ କଲା ଭଳି ରିପୋର୍ଟ ପ୍ରକାଶ ପାଇଛି ।

ଆର୍ଥିକ ମାମଲାର ସଂସଦର ସ୍ଥାୟୀ ସମିତି ରିପୋର୍ଟ ମୁତାବକ, ଦେଶ ଭିତରେ ଓ ବାହାରେ ହିସାବ ବର୍ହିଭୁକ୍ତ ଆୟ ଓ ଧନ ପରିସର ବଢିବାରେ ଲାଗିଛି । ବିଶେଷ କରି ରିଅଲ ଇଷ୍ଟେଟ, ଖଣି, ଫାର୍ମା, ପାନ ମସଲା, ଗୁଟଖା, ଶିକ୍ଷା, ସିନେମା ଆଦି କ୍ଷେତ୍ରରେ କଳାଧନ ଅଧିକ ପରିମାଣରେ ବଢୁଛି ।

ନ୍ୟାସନାଲ କାଉନ୍ସିଲ ଫର ଆପ୍ଲାଏଡ ଇକୋନମିକ ଆଣ୍ଡ ରିସର୍ଚ୍ଚ (ଏନ୍‌ସିଏଇଆର୍‌), ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ (ଏନଆଇଏଫଏମ) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି (ଏନଆଇପିଏଫପି) ଭଳି ଏହି 3 ଟି ସଂସ୍ଥାର ତଥ୍ୟ ଆଧାରରେ ସଂସଦରେ ସମିତି ଦ୍ବାରା ଏହି ରିପୋର୍ଟ ପ୍ରକାଶ ପାଇଛି ।

ଏନଆଇଏଫଏମ ମୁତାବକ, ବାର୍ଷିକ କଳାଧନ ରପ୍ତାନୀ 10 ପ୍ରତିଶତ ବୃଦ୍ଧି ପାଉଛି । 1997-2009 ଭିତରେ ବେଆଇନ ଭାବେ ବାହାରକୁ ପଠାଯାଉଥିବା କଳାଧନ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର 0.2 ପ୍ରତିଶତରୁ 7.4 ମଧ୍ୟରେ ରହୁଛି ।

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.