ETV Bharat / business

କୋରୋନା ମାମଲା ବୃଦ୍ଧି ପରେ ବଜାଜ ଅଟୋର ଏହି ପ୍ଲାଣ୍ଟ 2 ଦିନ ବନ୍ଦ - ବଜାଜ ପ୍ଲାଣ୍ଟ

ବଜାଜ ଅଟୋର ଔରଙ୍ଗାବାଦ ସ୍ଥିତ କାରଖାନାରେ କୋରୋନା ମାମାଲା 140କୁ ବୃଦ୍ଧି । 2 କର୍ମଚାରୀଙ୍କ ମୃତ୍ୟୁ । ଏ ନେଇ 2 ଦିନ ବନ୍ଦ ରହିବ ପ୍ଲାଣ୍ଟ । ଅଧିକ ପଢନ୍ତୁ..

ବଜାଜ ଅଟୋ କାରଖାନାରେ 140 କର୍ମଚାରୀ ପଜେଟିଭି ଚିହ୍ନଟ, 2 ମୃତ

author img

By

Published : Jun 27, 2020, 5:03 PM IST

ମୁମ୍ବାଇ: 2 ଦିନ ବନ୍ଦ ରହିବ ବଜାଜ ଅଟୋର ଔରଙ୍ଗାବାଦ ସ୍ଥିତ କାରଖାନା । କୋରୋନା ସଂକ୍ରମଣରେ କାରଖାନାର 2 କର୍ମଚାରୀଙ୍କ ମୃତ୍ୟୁ ସହ 140 ଜଣ ଅକ୍ରାନ୍ତ ପରେ ଏନେଇ ନିର୍ଣ୍ଣୟ ନେଇଛି ସ୍ଥାନୀୟ ପ୍ରଶାସନ ।

ଗାଡି ନିର୍ମଣକାରୀ ଏହି କମ୍ପାନୀ ନିଜ ବିବୃତ୍ତିରେ କହିଛି କି, କୋରୋନା ସଂକ୍ରମଣର ପ୍ରଥମ ମାମାଲା ଜୁନ 6 ରେ ଆସିଥିଲା । ତା ପରଠୁ ନିର୍ଦ୍ଧାରିତ ମାନଦଣ୍ଡ ସହ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ଏହି ସଂଖ୍ୟାକ କୋରୋନା ମାମାଲା ଚିହ୍ନଟ ପରେ କାରଖାନାକୁ ସାନିଟାଇଜ ପାଇଁ 2 ଦିନ ବନ୍ଦ ରଖାଯିବ ବୋଲି ପ୍ରଶାସନ କହିଛି । କମ୍ପାନୀ ଅନୁସାରେ ଏହି ପ୍ଲାଣ୍ଟରେ 8100 କର୍ମଚାରୀ ଓ ଠିକାଦାର ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.