ETV Bharat / business

ଟଳିଲା ଟ୍ରେଡୱାର ଟେନସନ, ହାତ ମିଳାଇଲେ ଟ୍ରମ୍ପ-ଜିନପିଙ୍ଗ - trump

ଚୀନ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟକ ଯୁଦ୍ଧରେ ପଡିଲା ପଡିଲା ପୂର୍ଣ୍ଣଚ୍ଛେଦ । 2 ଦେଶର ରାଷ୍ଟ୍ରପତି ପୁଣି ଥରେ ସମ୍ପର୍କ ଯୋଡିବାକୁ ମିଳାଇଲେ ହାତ । ଏହି ସମ୍ପର୍କର ସକରାତ୍ମକ ପ୍ରଭାବ ଅର୍ଥନୀତି ଉପରେ ପ୍ରତିଫଳିତ ହେବ ବୋଲି କୁହାଯାଇଛି ।

ଫାଇଲ ଫଟୋ
author img

By

Published : Jun 29, 2019, 7:50 PM IST

ନୂଆଦିଲ୍ଲୀ: ଘମାସାନ ଟ୍ରେଡୱାର ଭିତରେ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ହେଲେ ଆମେରିକା ଓ ଚୀନ । ପୁଣି ଥରେ ସମ୍ପର୍କ ଗଢିବାକୁ ହାତ ମିଳାଇଲେ ଟ୍ରମ୍ପ ଓ ଜିନପିଙ୍ଗ । ଶନିବାର ଏକ ରାଜିନାମା ସହ 2 ଦେଶ ବାଣିଜ୍ୟିକ ସମ୍ବନ୍ଧ ଯୋଡିବା ଲାଗି ସହମତି ଦେଖାଦେଇଛନ୍ତି । ଫଳରେ ବିନା କୌଣିସି ଆମଦାନୀ ଶୁଳ୍କରେ ଚୀନ ତାର ସାମଗ୍ରୀ ଆମେରିକା ପଠାଇପାରିବ ।

ଚୀନ ସରକାରୀ ଗଣମାଧ୍ୟମ ଅନୁଯାୟୀ ଆମେରିକା ଓ ଚୀନ ସମାନତା ଓ ପାରସ୍ପରିକ ସମ୍ମାନ ଆଧାରରେ ପୁଣି ଥରେ କାରବାର ଆରମ୍ଭ କରିବେ । ଜାପାନ ଓସାକାରେ ଚାଲିଥିବା ଜି-20 ଶିଖର ସମ୍ମିଳନୀରେ ଉଭୟ ରାଷ୍ଟ୍ରପତିଙ୍କ ସାକ୍ଷତକାର ହୋଇଥିଲା ।

ଏ ନେଇ ଟ୍ରମ୍ପ କହିଛନ୍ତି ଯେ, ଚୀନ ରାଷ୍ଟ୍ରପତିଙ୍କ ସହ ଏକ ଭଲ ସାକ୍ଷାତରକାର ହେଲା । ମୁଁ ଏହାକୁ ଉତ୍କୃଷ୍ଟ କହିବି । ତେବେ 2 ଦେଶର ବୁଝାମଣା ସମ୍ପର୍କରେ ସେ ଏତେଟା କିଛି ସୂଚନା ଦେଇନଥିଲେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.