ETV Bharat / business

ଆରପାରିରେ ଶିଳ୍ପ କିମ୍ବଦନ୍ତୀ ଜଗଦୀଶ ଖଟ୍ଟର

ମାରୁତି ସୁଜୁକି ଇଣ୍ଡିଆର ପୂର୍ବତନ ପରିଚାଳକ ନିର୍ଦ୍ଦେଶକ ଜଗଦୀଶ ଖଟ୍ଟର ସୋମବାର ପ୍ରାଣ ହରାଇଛନ୍ତି । ଶିଳ୍ପର ଅନ୍ୟତମ କିମ୍ବଦନ୍ତୀ ବ୍ୟକ୍ତିତ୍ବ ଭାବେ ସେ ପରିଗଣିତ । ଅଧିକ ପଢନ୍ତୁ..

ଆରପାରୀରେ ଶିଳ୍ପ କିମ୍ବଦନ୍ତୀ ଜଗଦୀଶ ଖଟ୍ଟର
ଆରପାରୀରେ ଶିଳ୍ପ କିମ୍ବଦନ୍ତୀ ଜଗଦୀଶ ଖଟ୍ଟର
author img

By

Published : Apr 26, 2021, 7:10 PM IST

ନୂଆଦିଲ୍ଲୀ: ଦେଶର ସର୍ବବୃହତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଜଗଦୀଶ ଖଟ୍ଟରଙ୍କ ନିଧନ । ସୋମବାର ହୃଦଘାତରେ ପ୍ରାଣ ହରାଇଛନ୍ତି ଖଟ୍ଟର ।

79 ବୟସ୍କ ଖଟ୍ଟର ଭାରତୀୟ ଅଟୋମୋବାଇଲ ଶିଳ୍ପର ଅନ୍ୟତମ କିମ୍ବଦନ୍ତୀ ବ୍ୟକ୍ତିତ୍ବ ଭାବେ ପରିଗଣିତ ହୋଇଥିଲେ । ସେ ସରକାରଙ୍କ ଦ୍ବାରା 2002ରେ ମାରୁତିରେ ବିନିବେଶ ଆରମ୍ଭ ପରେ ଏହି ଅଟୋ କମ୍ପାନୀର ଭବିଷ୍ୟତର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ସେ 1993 ଜୁଲାଇରେ ତତ୍କାଳୀନ ମାରୁତି ଉଦ୍ୟୋଗ ଲିମିଟେଡରେ ନିର୍ଦ୍ଦେଶ ( ମାର୍କେଟିଂ) ଭାବେ ସାମିଲ ହୋଇଥିଲେ ଆଉ ଆସନ୍ତା 6 ବର୍ଷରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ( ମାର୍କେଟିଂ) ଦାୟିତ୍ବ ସମ୍ଭାଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.