ETV Bharat / business

ଅଟଳ ପେନସନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 2 କୋଟି ଟପିଲା - Atal Pension Yojana enrolment crosses 2-crore mark

ସରକାରଙ୍କ ପ୍ରମୁଖ ସ୍କିମ ଅଟଳ ପେନସନ ଯୋଜନା(ଏପିୱାଇ)ରେ ହିତାଧିକାରୀଙ୍କ ସଂଖ୍ୟା 2 ଲକ୍ଷ କୋଟି ପାର କରିଛି ।

Atal Pension Yojana enrolment crosses 2-crore mark
ଅଟଳ ପେସନ ଯୋଜନାରେ ହିତାଧିକାରୀ ସଂଖ୍ୟା 2 କୋଟି ଟପିଲା
author img

By

Published : Dec 10, 2019, 3:10 PM IST

ନୂଆଦିଲ୍ଲୀ: ଅଟଳ ପେନସନ ଯୋଜନା(ଏପିୱାଇ)ରେ ହିତାଧିକାରୀଙ୍କ ସଂଖ୍ୟା 2 ଲକ୍ଷ କୋଟି ପାର କରିଛି । ନଭେମ୍ବରରେ ଏଥିରେ 9 ଲକ୍ଷ ହିତାଧିକାରୀ ଯୋଡି ହୋଇଛନ୍ତି ।

ସେହିପରି 2020 ମାର୍ଚ୍ଚ ସୁଦ୍ଧା ଏହି ଯୋଜନାର ମୋଟ ହିତାଧିକାରୀ ସଂଖ୍ୟା 2.25 କୋଟିକୁ ବୃଦ୍ଧି ନେଇ ଯୋଜନା ରହିଛି । ଏହି ଯୋଜନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଦ୍ବାରା ଏହାର ପରିସର ସମ୍ପ୍ରସାରିତ ହେଉଛି । ଫଳରେ କୋଟି କୋଟି ଲୋକ ଏହା ଦ୍ବାରା ଉପକୃତ ହୋଇପାରୁଛନ୍ତି ।

ପ୍ରକାଶ ଯେ, ପ୍ରଥମ 3 ବର୍ଷରେ ପ୍ରାୟ 1 କୋଟି ହିତାଧିକାରୀ ଏହି ସ୍କିମରେ ସାମିଲ ହୋଇଥିଲେ । ପରେ ପୁଣି ଆଉ କୋଟିଏ ଯୋଡି ହେବାକୁ ଆହୁରି ଦେଢ ବର୍ଷ ସମୟ ଲାଗିଥିଲା ।

ଭାରତ ସରକାର ଦେଶରେ ଗରିବ, ଶ୍ରମିକ ତଥା ଦିନ ମଜୁରିଆମାନଙ୍କର ବୃଦ୍ଧାବସ୍ଥା ସମୟର ଆୟ ନିରାପତ୍ତା ପାଇଁ ୨୦୧୫ ମେ 1ରେ ରେ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଅଟଳ ପେନସନ ଯୋଜନା(APY) ଶୁଭାରମ୍ଭ ହୋଇଥିଲା ।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.