ETV Bharat / business

ମୋଦିଙ୍କ ଆର୍ଥିକ ନୀତିରେ ନାଖୁସ ନୋବେଲ ବିଜେତା

author img

By

Published : Oct 22, 2019, 2:33 PM IST

ରାଜକୋଷୀୟ ଘାଟାକୁ ସୀମିତ ରଖିବା ପାଇଁ ବିନିବେଶର କୌଣସି ଦୀର୍ଘକାଳୀନ ଅବଧି ନଥାଏ । ସମସ୍ତ କ୍ଷେତ୍ରରେ ଯେତେ ସବୁ ନିଷ୍ପତ୍ତି ନିଆଯାଉଛି ପ୍ରଥମେ ତାଙ୍କୁ ପରଖିବା ଦରକାର ବୋଲି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନୋବେଲ ବିଜେତା ଅଭିଜିତ ବାନାର୍ଜୀ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମୁଦ୍ରାସ୍ପୀତି ଉପରେ ସରକାରଙ୍କ କଟକଣା ଯୋଗୁଁ ସଙ୍କଟରେ କୃଷି କ୍ଷେତ୍ର । ସେହିପରି ବ୍ୟାଙ୍କିଙ୍ଗ ସେକ୍ଟରରେ ନିଆଯାଉଥିବା ନିର୍ଣ୍ଣୟ ପ୍ରକ୍ରିୟା ପୁରା ଠପ ହୋଇଯାଇଥିବାରୁ ଏହା ମଧ୍ୟ ବିପଦରେ । ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୋବେଲ ବିଜେତା ଅଭିଜିତ ବାନାର୍ଜୀ ଏନେଇ କହିଛନ୍ତି ।

ସେ କହିଛନ୍ତି ଯେ, ରାଜକୋଷୀୟ ଘାଟାକୁ ସୀମିତ ରଖିବା ପାଇଁ ନିବେଶର କୌଣସି ଦୀର୍ଘକାଳୀନ ଅବଧି ନଥାଏ । ସମସ୍ତ କ୍ଷେତ୍ରରେ ଯେତେ ସବୁ ନିଷ୍ପତ୍ତି ନିଆଯାଉଛି ପ୍ରଥମେ ତାଙ୍କୁ ପରଖିବା ଦରକାର ।

ସେ ମତ ଦେଇଛନ୍ତି କି, ‘ମୋ ଠାରୁ ଅଧିକ ବିଶ୍ବାସ ମୋଦିଙ୍କ କର୍ପୋରେଟ ଜଗତ ଉପରେ ରହିଛି । ନିକଟରେ କର ଦରରେ ଯେଉଁ ରିହାତି ଘୋଷଣା ହୋଇଥିବା ସେଥିରୁ ଜଣାପଡୁଛି କି, ଏପରି କୌଣସି କମ୍ପାନୀଙ୍କୁ ଟଙ୍କା ଦେବେ ତେବେ ସେଥିରୁ ଅଭିବୃଦ୍ଧି ବଢିବ । କିନ୍ତୁ ମୁଁ ଏଥିସହ ଏକମତ ନୁହେଁ । ’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.