ETV Bharat / business

ଆରମ୍ଭରୁ ଝୁଣ୍ଟିଲା ବଜାର: ଖସିଲା ସେନସେକ୍ସ, 52 ସପ୍ତାହ ତଳେ ନିଫ୍ଟି - 52 ସପ୍ତାହ ତଳେ ନିଫ୍ଟି

39 ହଜାର ତଳେ ସେନସେକ୍ସ । 52 ସପ୍ତାହର ରେକର୍ଡ ଭାଙ୍ଗି ସର୍ବନିମ୍ନରେ ନିଫ୍ଟି । ଶୁକ୍ରବାର କାରବାରର କେଇ ଘଣ୍ଟା ପରେ ଲଗାତାର ହ୍ରାସ ପାଇ ଚାଲିଛି ସେୟାର ସୂଚକାଙ୍କ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 19, 2019, 2:30 PM IST

ନୂଆଦିଲ୍ଲୀ: କାରବାରର କେଇ ମିନିଟ ପରେ ବେହାଲ ବଜାର । ଶୁକ୍ରବାର ସେୟାର ବଜାର ଖୋଲିବାର ମାତ୍ର ଅଧଘଣ୍ଟା ପରଠୁ ଲଗାତାର ସେନସେକ୍ସ ହ୍ରାସ ପାଇଚାଲିଛି । ସେପଟେ ନିଫ୍ଟି 52 ସପ୍ତାହର ସର୍ବନିମ୍ନରେ ପହଞ୍ଚିଛି ।

ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 408.43ପଏଣ୍ଟ କମି 38,489.03 ହୋଇଥିଲାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 124.20 ପଏଣ୍ଟ ଖସି 11,472.70. ରହିଛି ।

ପାଖାପାଖି 263 ଷ୍ଟକ ସେୟାର ସୂକାଙ୍କ ଭାରୀ ମାତ୍ରରେ ତଳମୁହାଁ ହୋଇଛି । ଫଳରେ ଆକସ୍ମିକ ଭାବେ ସେୟାର ଏତେଟା ଖସିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.