ETV Bharat / business

କୋରୋନା ପ୍ରଭାବ: ବିପଦରେ 20 ପ୍ରତିଶତ ଅଣ ଆର୍ଥିକ କମ୍ପାନୀ

author img

By

Published : Apr 2, 2020, 8:36 PM IST

କମ୍ପାନୀ ଉପରେ କୋରୋନା କହର । ବିପଦରେ ଏସିଆ ପ୍ରଶାନ୍ତ କ୍ଷେତ୍ରର 20 ପ୍ରତିଶତ ଅଣ ଆର୍ଥିକ କମ୍ପାନୀ । ଅଧିକ ପଢନ୍ତୁ..

non financial companies of asia pacific high risk
କୋରୋନା ପ୍ରଭାବ: ବିପଦରେ 20 ପ୍ରତିଶତ ଅଣ ଆର୍ଥିକ କମ୍ପାନୀ

ନୂଆଦିଲ୍ଲୀ. କୋରୋନା ଭାଇରସ ସଙ୍କଟ ଯୋଗୁଁ ବିପଦରେ ଏସିଆ ପ୍ରଶାନ୍ତ କ୍ଷେତ୍ରର 20 ପ୍ରତିଶତ ଅଣ ଆର୍ଥିକ କମ୍ପାନୀ । ଆଗକୁ ଏହି ସବୁ କମ୍ପାନୀଗୁଡିକୁ ବ୍ୟାପକ କ୍ଷତି ସହିବାକୁ ପଡିପାରେ । ଗୁରୁବାର ରେଟିଙ୍ଗ ଏଜେନ୍ସି ମୁଡିସ ଏ ନେଇ ପୂର୍ବାନୁମାନ କରିଛି ।

କୋରୋନା ଭାଇରସ ସଂକ୍ରମଣ ଭୟରେ ଉପଭୋକ୍ତାଙ୍କ ଚାହିଦାରେ ପରିବର୍ତ୍ତନ ଓ ବୈଶ୍ବିକ ସ୍ତର ଯାତ୍ରାରେ ଅଙ୍କୁଶ ଦୃଷ୍ଟିରୁ ଏହା ଅଧିକ କ୍ଷତିଗ୍ରସ୍ତ । ସେପଟେ 36 ପ୍ରତିଶତ କମ୍ପାନୀ ରହିଛି, ଯାହା ଆଗରେ କ୍ଷତିର ସମ୍ଭାବନା କମ ରହିଛି । ଯେତେବେଳେ କି 27 ପ୍ରତିଶତ କମ୍ପାନୀଙ୍କୁ ପୁର୍ନଆର୍ଥିକ ପୋଷଣ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ ।

ଏଥିରେ ଏୟାରଲାଇନ୍ସ,, ଗାଡି ଆଇଏମଏସ ଓ ଯନ୍ତ୍ରାଂଶ ଯୋଗାଣ, ତେଲ ଏବଂ ଗ୍ୟାସ ଉତ୍ପାଦକ, ଗେମିଙ୍ଗ, ପରିବହନ, ଅଣ ଅତ୍ୟାବଶ୍ୟକ ଖୁଚୁରା କ୍ଷେତ୍ର ଓ ହୋଟେଲ ସାମିଲ ରହିଛି । ରିପୋର୍ଟ ମୁତାବକ, ଅତ୍ଯଧିକ ବିପଦପୂର୍ଣ୍ଣ 20 ପ୍ରତିଶତ କମ୍ପାନୀର 67 ପ୍ରତିଶତ ସ୍ଥିତି ନକରାତ୍ମକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.