ETV Bharat / budget-2019

ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ: ନିବେଶକ ହରାଇଲେ 3.20 କୋଟି - financial year first day

କୋରୋନା ବିତ୍ପାତ ମଧ୍ୟରେ ବଜାର ବେହାଲ । କୋଟି କୋଟି ହରାଉଛନ୍ତି ନିବେଶକ । ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ବୋହିଲା କ୍ଷତିର ସୁଅ । ଅଧିକ ପଢ଼ନ୍ତୁ...

investors incur a loss of rs 3.20 lakh crore on the first day of the financial year
ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ: ନିବେଶକ ହରାଇଲେ 3.20 କୋଟି
author img

By

Published : Apr 1, 2020, 10:11 PM IST

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ(2020-21)ର ପ୍ରଥମ ଦିନରୁ ବେହାଲ ବଜାର । ବୁଧବାର ସେନସେକ୍ସ ଓ ନିଫ୍ଟି ହ୍ରାସ ଯୋଗୁଁ ନିବେଶକଙ୍କ 3,20,633.05 କୋଟି ଟଙ୍କା ଧୋଇ ହୋଇଯାଇଛି । ଏ ନେଇ ଚିନ୍ତାରେ ନିବେଶକ ।

କୋରୋନା ଭାଇରସ ତାଣ୍ଡବରେ ପୁଞ୍ଜି ବଜାର ଧରାଶାୟୀ ହେଉଛି । ସେୟାର ସୂଚକାଙ୍କ ଭାରୀ ହ୍ରାସ ସହ ବନ୍ଦ ହୋଇଛି । ବୁଧବାର ବିଏସଇ ସେନସେକ୍ସ 1,203.18 ପଏଣ୍ଟ ଖସି 28,265.31ରେ କାରବାର ବନ୍ଦ କରିଛି । ଏଥିସହ ବିଏସଇରେ ସୂଚୀବଦ୍ଧ କମ୍ପାନୀର ବଜାର ପୁଞ୍ଜିକରଣ 1,10,28,123.54କୁ ହ୍ରାସ ପାଇଛି । ଯାହାକି ପୂର୍ବରୁ 3,20,633.05 କୋଟି ଥିଲା ।

ଆର୍ଥିକ ବର୍ଷ 2019-20ର ଅନ୍ତିମ ଦିନ ଅର୍ଥାତ ମଙ୍ଗଳବାପର ସେୟାର ବଜାରରେ ଅଭିବୃଦ୍ଧି ଦେଖାଦେଇଥିଲା ।

ପିଟିଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.