ETV Bharat / briefs

ବିଦ୍ୟୁତ ଆଘାତରେ ମହିଳା ମୃତ

ରେଲଓ୍ବେ କଲୋନୀରେ ଅଘଟଣ । ରେଳବାଇ କ୍ବାର୍ଟରରେ ଆର୍ଥିଙ୍ଗ ଏବଂ ଏମସିବି ଭଳି ସୁରକ୍ଷା ବ୍ୟବସ୍ଥା ନଥିବାର ଯୋଗୁ ଏହି ଭଳି ଅଘଟଣ ଘଟିଛି ।

author img

By

Published : May 12, 2019, 7:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ରାଉରକେଲା: ରେଲଓ୍ବେ କଲୋନୀରେ ଅଘଟଣ । ବିଦ୍ୟୁତ ଆଘାତରେ ଜନୈକ ମହିଳା ମୃତ । ମୃତକ ଜଣକ ହେଲେ ସୁଲେଖା ପାଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାଉରକେଲା
ସୂଚନାମୁତାବକ, ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳସ୍ଥିତ ସେକ୍ଟର-ଇ ରେଲଓ୍ବେ କ୍ବାର୍ଟରରେ ମହିଳା ଜଣକ ରହୁଥିଲେ । ତାଙ୍କର ଘର ବାହାରେ ବନ୍ଧା ଯାଇଥିବା ତାରରେ କପଡା ଶୁଖେଇଲା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଅନୁମାନ କରାଯାଉଛି ଯେ, ରେଳବାଇ କ୍ବାର୍ଟରରେ ଆର୍ଥିଙ୍ଗ ଏବଂ ଏମସିବି ଭଳି ସୁରକ୍ଷା ବ୍ୟବସ୍ଥା ନଥିବାର ଯୋଗୁ ଏହି ଭଳି ଅଘଟଣ ଘଟିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

PRABIR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.