ETV Bharat / briefs

ଆସନ୍ତା 19ରେ ଘଷିପୁରାରେ ସାନି ମତଦାନ - ELECTION

ସାନି ମତଦାନ ପାଇଁ ପ୍ରସ୍ତୁତ କେନ୍ଦୁଝର ଲୋକସଭା ଅନ୍ତର୍ଗତ ଘଷିପୁରା ନିର୍ବାଚନ ମଣ୍ଡଳୀର ବୁଥ ନଂ171 ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : May 16, 2019, 4:44 PM IST

କେନ୍ଦୁଝର: ଆସନ୍ତା 19 ତାରିଖରେ ରାଜ୍ୟର 30ରୁ ଉର୍ଦ୍ଧ୍ବ ବୁଥରେ ହେବ ସାନି ମତଦାନ । ସେଥିମଧ୍ୟରୁ ଗୋଟିଏ ବୁଥ ହେଉଛି କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ଘଷିପୁରା ନିର୍ବାଚନ ମଣ୍ଡଳୀର ଭୋଳ ନୂଆଗାଁ 171 ନମ୍ବର ବୁଥ । କେନ୍ଦୁଝର ଲୋକସଭା ଆସନ ଅଧିନରେ ଥିବା ଏହି ବୁଥରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ 19ରେ ସାନି ମତଦାନ ହେବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନା ଯୋଗ୍ୟ ଯେ ଗତ ମାସ 23ରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଏହି ବୁଥର ପଞ୍ଚମ ପୁଲିଂ ଅଧିକାରୀ ଭୋଟରଙ୍କୁ ପ୍ରଭାବିତ କରି ନିଜେ ଭୋଟ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହି ଘଟଣାକୁ ନେଇ ଉକ୍ତ ଅଧିକାରୀଙ୍କୁ ନିଳମ୍ବିତ କରିବା ସହ ସେକ୍ଟର ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ତେବେ ରିପୋଲିଂରେ ଯେମିତି କୌଣସି ବିଶୃଙ୍ଖଳା ନହୁଏ ସେଥିପାଇଁ ପ୍ରଶାସନ ଗୁରୁତ୍ବ ଦେବାକୁ ସାଧାରଣରେ ଦାବି ହୋଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

FGH

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.