ETV Bharat / briefs

ଷ୍ଚେସନରେ ଧରାପଡିଲେ ୨ ଶ୍ରମିକ, ୨ ଲକ୍ଷର ଟଙ୍କାର ଗଞ୍ଜେଇ ନେଇ ଯାଉଥିଲେ ସୁରତ - bbsr railway station

ଗଞ୍ଜେଇ ନେଇ ଦୁଇ ଶ୍ରମିକ ଯାଉଥିଲେ ସୁରତ । ଭୁବନଶ୍ବର ଷ୍ଟେସନରୁ ଉଠାଇନେଲା ପୋଲିସ । ଅଧିକ ପଢନ୍ତୁ ...

ଷ୍ଚେସନରେ ଧରାପଡିଲେ ୨ଜଣ ଶ୍ରମିକ, ୨ଲକ୍ଷର ଟଙ୍କାର ଗଂଜେଇ ନେଉଥିଲେ ସୁରତ

author img

By

Published : May 23, 2021, 7:09 AM IST

ଭୁବନେଶ୍ବର: କପଡା କହି ବ୍ଯାଗରେ ନେଉଥିଲେ ଗଞ୍ଜେଇ। ଆରପିଏଫ ଦେଖି ଏଣ୍ଟ୍ରିରେ ହେଲେ ହଡବଡି। ସନ୍ଦେହ ହେବାରୁ ଆରପିଏଫ ଟିମ କଲା ଚେକିଂ। ଭୁବନେଶ୍ବର ଷ୍ଟେସନର ବ୍ଯାଗେଜ କାଉଣ୍ଟର ଚେକିଂ ବେଳେ ଧରାପଡିଲେ ୨ଜଣ ଶ୍ରମିକ। ଯେଏକି ନିଜ ବ୍ୟାଗରେ କପଡା କହି ନେଉଥିଲେ ୨ ଲକ୍ଷ ଟଙ୍କାର ଗଞ୍ଜେଇ ।

ଷ୍ଚେସନରେ ଧରାପଡିଲେ ୨ଜଣ ଶ୍ରମିକ, ୨ଲକ୍ଷର ଟଙ୍କାର ଗଂଜେଇ ନେଉଥିଲେ ସୁରତ
ଷ୍ଚେସନରେ ଧରାପଡିଲେ ୨ଜଣ ଶ୍ରମିକ, ୨ଲକ୍ଷର ଟଙ୍କାର ଗଂଜେଇ ନେଉଥିଲେ ସୁରତ

୨ଟି ବ୍ଯାଗରେ ୨୦ କେଜି ୪୦୦ଗ୍ରାମ ଗଂଜେଇକୁ ଜବତ କରିଛି ଆରପିଏଫ ଟିମ । ୨ଜଣ ଶ୍ରମିକ ଗଞ୍ଜାମ ହିଜଳି ବେଲଗାଓର ନାରାୟଣ ସାହୁ ଓ ଶ୍ରୀଧର ପାଣିଗ୍ରାହୀଙ୍କୁ ଗିରଫ କରି ଜିଆରପି ପୋଲିସକୁ ହସ୍ତାନ୍ତର କରିଛି ଆରପିଏଫ ଟିମ । ଗିରଫ ଦୁଇ ଜଣ ଶ୍ରମିକ ଭାବେ ସୁରତ ଯାଉଥିଲେ ବୋଲି ପୋଲିସକୁ କହିଛନ୍ତି । ଭୁବନେଶ୍ବର ଷ୍ଟେସନରେ ଧରାପଡିବା ପରେ ଉଭୟଙ୍କୁ ଏନଡିପିଏସ ଆକ୍ଟରେ କୋର୍ଟ ଚାଲାଣ କରିଛି ଜିଆରପି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.