ETV Bharat / briefs

କାଳବୈଶାଖୀର ପ୍ରଭାବ: ଉପୁଡିଲା ଗଛ, ଭାଙ୍ଗିଲା ଘର - କୁଆପଥର

କାଳ ବୈଶାଖୀର ପ୍ରଭାବରେ ଅନେକ ସ୍ଥାନରେ କ୍ଷୟକ୍ଷତି । ବର୍ଷା ପବନରେ ବହୁ ଅଞ୍ଚଳରେ ଚାଳ ଛପର ଘର ଭାଙ୍ଗିବା ସହ ବଡବଡ ଗଛ ଉପୁଡି ପଡିଥିବାର ଜଣାପଡିଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର
author img

By

Published : May 28, 2019, 7:46 PM IST

କେନ୍ଦୁଝର: ଘଡଘଡି ସାଙ୍ଗକୁ କୁଆପଥର ବର୍ଷା । ମଙ୍ଗଳବାର ଅପରାହ୍ନରେ କେନ୍ଦୁଝରରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଝଡ ପବନରେ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

ଏହା ମଧ୍ୟ ପଢନ୍ତୁ:ଲକ୍ଷେ ଟଙ୍କା ପାଇଁ ସ୍ତ୍ରୀକୁ ବିକିଲା ସ୍ବାମୀ

କାଳ ବୈଶାଖୀର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ 2 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପ୍ରବଳ ବର୍ଷା ହୋଇଛି । ପବନର ବେଗ 60 କିମିରୁ ଊର୍ଦ୍ଧ୍ବ ଥିଲା । ଏଥିସହ ପ୍ରବଳ କୁଆପଥର ବର୍ଷା ମଧ୍ୟ ହୋଇଛି । ତେବେ ବର୍ଷା ପବନରେ ବହୁ ଅଞ୍ଚଳରେ ଚାଳ ଛପର ଘର ଭାଙ୍ଗିବା ସହ ବଡବଡ ଗଛ ଉପୁଡି ପଡିଥିବାର ଜଣାପଡିଛି । ଏହି କାଳ ବୈଶାଖୀରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ସ୍ଲଗ-କେନ୍ଦୁଝର ସହରରେ କାଳ ବୈଶାଖୀ ଝଡ
ଆଙ୍କର-ଆଜି ଅପରାହ୍ନରେ କେନ୍ଦୁଝର ରେ କାଳ ବୈଶାଖୀର ପ୍ରଭାବରେ  ପ୍ରବଳ ବେଗରେ ପବନ ବହିବା ସହ 2 ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ପ୍ରବଳ ବର୍ଷା ହୋଇଛି । ପବନର ବେଗ 60 କି ମି ରୁ ଉର୍ଦ୍ଧ ଥିବା ବେଳେ ପ୍ରବଳ କୂଅପଥର ବର୍ଷା ମଧ୍ୟ ହୋଇଛି।  ବର୍ଷା ପବନରେ ବହୁ ଅଂଚଳରେ ଚାଳ ଛପର ଘର ଭାଙ୍ଗିବା ସହ ବଡ଼ବଡ଼ ଗଛ ଉପୁଡି ପଡିଥିବାର ଜଣାପଡିଛି ।ଏହି କାଳ ବୈଶାଖୀ ରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ଜଣାପଡିଛି ।  
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.