ETV Bharat / briefs

ବାଲେଶ୍ବରରେ ହଜାରେ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି 12 ଟିହ୍ନଟ - Balasore

ବାଲେଶ୍ବରରେ ହଜାରେ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଅଗଷ୍ଟ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ...

ବାଲେଶ୍ବରରେ ହଜାରେ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି 12 ଟିହ୍ନଟ

author img

By

Published : Aug 2, 2020, 5:12 PM IST

ବାଲେଶ୍ଵର: ରାଜ୍ୟରେ ଏବେ ଦୃତ ଗତିରେ ମାଡ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ବାଲେଶ୍ଵର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଅଗଷ୍ଟ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି। ଆଜି ଗୋଟିଏ ଦିନରେ 12 ଜଣଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1012କୁ ବୃଦ୍ଧି ପାଇଛି ।

ଏପଟେ 736ଜଣ ସୁସ୍ଥ ହୋଇଥିବା ବେଳେ 270 ଜଣ ସକ୍ରିୟ ଅଛନ୍ତି ଏବଂ 3ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଜିଲ୍ଲାର ସ୍ଥିତି ଉଦବେଗଜନକ ହୋଇଥିବା ବେଳେ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ଓ ମାସ୍କକୁ ନେଇ କଡ଼ା ଚେକିଂ କରାଯାଉଛି।

ବାଲେଶ୍ବରରୁ ଯୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.