ETV Bharat / briefs

ନିୟମକୁ ଫୁ, ପାଠପଢ଼ା ବେଳେ ସ୍କୁଲଛାତ ସଫାରେ ବ୍ୟସ୍ତ ଛାତ୍ର

ଲମତାଗୁଡା ଅଞ୍ଚଳରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବା ବଦଳରେ ବିଦ୍ୟାଳୟର ଛାତ ସଫା କଲେ ଛାତ୍ର ।

author img

By

Published : Jul 2, 2019, 10:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ପାଠ ପଢ଼ିବା ବଦଳରେ ବିଦ୍ୟାଳୟର ଛାତ ସଫା କଲେ ଛାତ୍ର । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଖଇରପୁଟ ବ୍ଲକ ଲମତାଗୁଡା ଅଞ୍ଚଳରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଖଇରପୁଟ ସଦର ବ୍ଲକ ଅଧୀନସ୍ତ ଏହି ଗ୍ରାମ ନିକଟରେ ବ୍ଲକ କାର୍ଯ୍ୟାଳୟ, ତହସିଲ ଅଫିସ ସହ ପୋଲିସ ଥାନା ରହିଛି । ହେଲେ ପାଠ ପଢିବା ସମୟରେ ଛାତ୍ରଙ୍କୁ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରାଇବା ଘଟଣା କୌଣସି ଉଚ୍ଚ ପଦସ୍ତ ଅଧିକାରୀଙ୍କ ଦୃଷ୍ଟିଗୋଚର ହୋଇନାହିଁ ।

ସରକାରଙ୍କ ନିୟମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫୁ କରି ଏପରି ବିପଦ ସଂକୁଳ ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

Intro:ପାଠ ପଢ଼ିବା ବଦଳରେ ବିଦ୍ୟାଳୟର ଛାତ ସଫା କଲେ ଛାତ୍ର । Body:ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରି ର ଖଇରପୁଟ ବ୍ଲକ ଅନ୍ତର୍ଗତ ଲମତାଗୁଡା ଅଞ୍ଚଳରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଖଇରପୁଟ ସଦର ବ୍ଲକ ଅଧିନସ୍ତ ଏହି ଗ୍ରାମ ନିକଟରେ ବ୍ଲକ କାର୍ଯ୍ୟାଳୟ, ତହସିଲ ଅଫିସ ସହ ପୋଲିସ ଥାନା ରହିଥିଲେ ମଧ୍ୟ କୌଣସି ଉଛପଦସ୍ତ ଅଧିକାରୀଙ୍କ ର ନଜର ଏହା ପ୍ରତି ପଡୁନଥିବା ବେଳେ ବିଦ୍ୟଳୟରେ ପାଠ ପଢିବା ସମୟରେ ଛାତ୍ର ଶିଶୁ ଶ୍ରମିକ ଭଳି କାମ କରିବା ସାଧାରଣରେ ଚର୍ଚ୍ଚା ର ବିଷୟ ହୋଇଛି । ସରକାରୀ ନିୟମକୁ ସମ୍ପୂର୍କ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଫୁ କରି ଏପରି ବିପଦ ସଂକୁଳ ଅବସ୍ଥାରେ ଛାତ୍ର ଛାତ୍ରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିଲେ କେମିତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ହୋଇଛି ।
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡ଼ି ଇଟିଭି ଭାରତ.............

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.