ଭୁବନେଶ୍ବର: ଆଜି ପୁଣିଥରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । 1985 ବ୍ୟାଚର ଆଇଏଏସ ସୁଶୀଲ କୁମାର ଲୋହିନିଙ୍କୁ ଅବକାରୀ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ସେହିପରି 1986 ବ୍ୟାଚ ଆଇଏଏସ ଅଫିସର ଏଲ ଏନ ଗୁପ୍ତାଙ୍କୁ NCLT ର ସଦସ୍ୟ ଭାବେ ନିଯୁକ୍ତ ଦେଇଛନ୍ତି ରାଜ୍ଯ ସରକାର ।
ବ୍ଯୁରୋ ରିପୋର୍ଟ ଇଟିଭି ଭାରତ