ETV Bharat / briefs

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ଏହି କ୍ରୀଡାବିତ୍‌ - ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆରମ୍ଭ ହେବ 2ୟ ଇଂନିସ୍‌ । ଏନେଇ ଆଜି ସନ୍ଧ୍ୟାରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ତାଙ୍କର ଏହି ଭବ୍ୟ ସମାରୋହରେ 6000 ଅତିଥିଙ୍କ ମଧ୍ୟରେ କ୍ରୀଡା ଜଗତର କିମ୍ବଦନ୍ତୀମାନେ ବି ଉପସ୍ଥିତ ରହିବେ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : May 30, 2019, 5:44 PM IST

Updated : May 30, 2019, 6:14 PM IST

ନୂଆଦିଲ୍ଲୀ: ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ସମାରୋହରେ ପ୍ରାୟ 6000 ଅତିଥି ଯୋଗ ଦେବେ ।
ତେବେ ଏହି କାର୍ଯ୍ୟକ୍ରମରେ ନେତା, ଅଭିନେତା, ବିଦେଶୀ ଅତିଥିଙ୍କ ସହ ଖେଳଜଗତର କିଛି କ୍ରୀଡାବିତ୍‌ମାନେ ଯୋଗଦେବେ ।

ତେବେ କ୍ରିକେଟ୍‌ ଜଗତର ପୂର୍ବ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ, ଅନିଲ୍‌ କୁମ୍ବଲେ, ଜଭଗଲ ଶ୍ରୀନାଥ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗେ ଦେବେ । ଏମାନଙ୍କ ବ୍ୟତୀତ ଅନ୍ୟ କିଛି କ୍ରିକେଟରଙ୍କୁ ଶପଥ ପାଠରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ କ୍ରିକେଟ୍‌ ବିଶ୍ବକପ୍‌ରେ ସେମାନେ ବ୍ୟସ୍ତ ରହିଥିବାରୁ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ପାରିବେ ନାହିଁ ।

ସେହିପରି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ର ମୁଖ୍ୟ କୋଚ୍‌ ପୁଲେଲା ଗୋପିଚନ୍ଦ ଓ ଷ୍ଟାର ମହିଳା ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହଓ୍ବାଲଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି ।

ଏଥିସହ ଯୁବ ଜିମନାଷ୍ଟ ଦୀପା କର୍ମାକର, ଦୌଡରାଣୀ ପିଟି ଉଷା ମଧ୍ୟ ଭବ୍ୟ ସମାରୋହରେ ସାମିଲ ହେବେ ।

Intro:Body:

sdf

Conclusion:
Last Updated : May 30, 2019, 6:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.